Advertisment

ରାଷ୍ଟ୍ରପତିଙ୍କୁ ଭେଟିଲେ ଫିକି ପ୍ରତିନିଧି ଦଳ

ସାକ୍ଷାତ ଅବସରରେ ଫିକିର ଗୌରବମୟ ଇତିହାସ ଓ ବର୍ତ୍ତମାନ ସମୟରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍‌ଥାନରେ ଏହା କିପରି କାର୍ଯ୍ୟ କରୁଛି, ସେ ଉପରେ ପ୍ରତିନିଧିମଣ୍ଡଳୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Subhrakant Panda

Subhrakant Panda

Advertisment

‘ଫିକି’ ଅଧ୍ୟକ୍ଷ ତଥା ଇମ୍ଫା ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତିନିଧିତ୍ତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଏହି ପ୍ରତିନିଧି ଦଳରେ ଫିକିର ପୂର୍ବତନ ସଭାପତି ଯୋଗେନ୍ଦ୍ର ମୋଦି, ନୈନାଲାଲ୍‌ କିଦୱାଇ ଓ ସେକ୍ରେଟାରୀ ଜେନେରାଲ୍‌ ଶୈଳେଶ ପାଠକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।

Advertisment

ସାକ୍ଷାତ ଅବସରରେ ଫିକିର ଗୌରବମୟ ଇତିହାସ ଓ ବର୍ତ୍ତମାନ ସମୟରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍‌ଥାନରେ ଏହା କିପରି କାର୍ଯ୍ୟ କରୁଛି, ସେ ଉପରେ ପ୍ରତିନିଧିମଣ୍ଡଳୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହା ପରେ ରାଷ୍ଟ୍ରପତି ମହୋଦୟା ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।

Advertisment

Odisha Business Updates President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe