Advertisment

ମାଛ ଧରିବାକୁ ଯାଇଥିଲେ ୧୮ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡଙ୍ଗା

ପାରାଦୀପ(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଆଜି ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଥିଲା।  ତେବେ ଡଙ୍ଗାରେ ଥିବା ୧୮  ମତ୍ସ୍ୟଜୀବୀଙ୍କୁ  ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନାଯୋଗ୍ୟ, ମହାନଦୀ ମୁହାଣ଼କୁ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। କୌଣସି କାରଣ ବଶତଃ ଡଙ୍ଗାଟି ମୁହାଣରେ ଓଲଟି ପଡ଼ିଥିଲା।  ଖବର ପାଇ ମହାନଦୀକୁ ଯାଇଥିବା ଅନ୍ୟ ସାଥୀ ମତ୍ସ୍ୟଜୀବୀମାନେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମାଛ ଧରିବାକୁ ଯାଇଥିଲେ ୧୮ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡଙ୍ଗା

boatcapasized

ପାରାଦୀପ(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଆଜି ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଥିଲା।  ତେବେ ଡଙ୍ଗାରେ ଥିବା ୧୮  ମତ୍ସ୍ୟଜୀବୀଙ୍କୁ  ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି।

Advertisment

ସୂଚନାଯୋଗ୍ୟ, ମହାନଦୀ ମୁହାଣ଼କୁ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। କୌଣସି କାରଣ ବଶତଃ ଡଙ୍ଗାଟି ମୁହାଣରେ ଓଲଟି ପଡ଼ିଥିଲା।  ଖବର ପାଇ ମହାନଦୀକୁ ଯାଇଥିବା ଅନ୍ୟ ସାଥୀ ମତ୍ସ୍ୟଜୀବୀମାନେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। 

Accident Boat Accident