/odisha-reporter/media/media_files/2026/02/04/naxal4-2026-02-04-20-14-19.jpg)
ଦେଶରେ ନକ୍ସଲଙ୍କ ଆତ୍ମସମର୍ପଣ ଧାରା ଜାରି ରହିଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିକଟରେ ବୁଧବାର ଜଣେ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁ ଶୁକରାମ ଓରଫ ସୁରେଶ।
Advertisment
ସେ ACM କ୍ୟାଡରର ନକ୍ସଲ। ସେ ଛତିଶଗଡ ଏବଂ ଓଡ଼ିଶାରେ ସକ୍ରିୟ ଥିଲେ। ଏହି ଦୁଇ ରାଜ୍ୟରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ସେ ସଂପୃକ୍ତ ଥିଲେ।
ସୁକରାମଙ୍କ ମୁଣ୍ଡରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ ଏକ SLR ବନ୍ଧୁକ ସହ କିଛି ଗୁଳି ଓ ବିସ୍ପୋରକ ସାମଗ୍ରୀ ସହ ଆତ୍ମସମର୍ପଣ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
