Advertisment

Naxal Surrender: ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ; ମୁଣ୍ଡ ଉପରେ ଥିଲା ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଦେଶରେ ନକ୍ସଲଙ୍କ ଆତ୍ମସମର୍ପଣ ଧାରା ଜାରି ରହିଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିକଟରେ ବୁଧବାର ଜଣେ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁ ଶୁକରାମ ଓରଫ ସୁରେଶ।

Naxal4

ସେ ACM କ୍ୟାଡରର ନକ୍ସଲ। ସେ ଛତିଶଗଡ ଏବଂ ଓଡ଼ିଶାରେ ସକ୍ରିୟ ଥିଲେ। ଏହି ଦୁଇ ରାଜ୍ୟରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ସେ ସଂପୃକ୍ତ ଥିଲେ। 

ସୁକରାମଙ୍କ ମୁଣ୍ଡରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ ଏକ SLR ବନ୍ଧୁକ ସହ କିଛି ଗୁଳି ଓ ବିସ୍ପୋରକ ସାମଗ୍ରୀ ସହ ଆତ୍ମସମର୍ପଣ କରିଛନ୍ତି। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe