ମୁହଁରେ ରଙ୍ଗ ବୋଳି ଗଢୁଛନ୍ତି ସୁସ୍ଥ ସମାଜ

ଯୁବପିଢ଼ି ଦିନକୁ ଦିନ ପାଶ୍ଚାତ୍ୟ ଶୈଳୀକୁ ଆପଣାଉ ଥିବାବେଳେ ଭଦ୍ରକ ଜିଲ୍ଲା ଧାମନଗର ସହର ନିକଟ ଭଗବାନପୁର ପଞ୍ଚାୟତରେ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ହୋଇଛି।

Manoj Swain
  • Published: Tuesday, 04 April 2023
  • Updated: 04 April 2023, 01:15 PM IST

Sports

Latest News

ଯୁବପିଢ଼ି ଦିନକୁ ଦିନ ପାଶ୍ଚାତ୍ୟ ଶୈଳୀକୁ ଆପଣାଉ ଥିବାବେଳେ ଭଦ୍ରକ ଜିଲ୍ଲା ଧାମନଗର ସହର ନିକଟ ଭଗବାନପୁର ପଞ୍ଚାୟତରେ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ହୋଇଛି। ସୁସ୍ଥ ସମାଜ ଗଢ଼ି ତୋଳିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଲାଗି ଗାଁରେ ଆୟୋଜନ ହୋଇଛି ବାଦିପାଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos