ମୁହଁରେ ରଙ୍ଗ ବୋଳି ଗଢୁଛନ୍ତି ସୁସ୍ଥ ସମାଜ | Odisha Reporter
Advertisment
ଯୁବପିଢ଼ି ଦିନକୁ ଦିନ ପାଶ୍ଚାତ୍ୟ ଶୈଳୀକୁ ଆପଣାଉ ଥିବାବେଳେ ଭଦ୍ରକ ଜିଲ୍ଲା ଧାମନଗର ସହର ନିକଟ ଭଗବାନପୁର ପଞ୍ଚାୟତରେ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ହୋଇଛି। ସୁସ୍ଥ ସମାଜ ଗଢ଼ି ତୋଳିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଲାଗି ଗାଁରେ ଆୟୋଜନ ହୋଇଛି ବାଦିପାଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us