ପ୍ରେମିକ ଘର ଦୁଆରେ ଗଣେଶ ପୂଜା ପାଳିଲେ ଧାରଣା ଦେଉଥିବା ପ୍ରେମିକା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପ୍ରେମିକ ଘର ଦୁଆରେ ଗଣେଶ ପୂଜା ପାଳିଲେ ଧାରଣା ଦେଉଥିବା ପ୍ରେମିକା। ରୀତି ନୀତି ଅନୁଯାୟୀ ବ୍ରାହ୍ମଣ ଆସି ଗଣେଶ ପୂଜା କରିଥିଲେ। ଆଜି ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦୀନେଶଙ୍କ ଘରେ ଆଗରେ ଗଣେଶ ପୂଜା କରିଛନ୍ତି ପ୍ରେମିକା ଦୀପିକା। ସୂଚନା ମୁତାବକ, ମାସେ ହେଲାଣି ପ୍ରେମିକ ଦୀନେଶଙ୍କ ଘର ଆଗରେ ସେ ଧାରଣା ଦେଉଛନ୍ତି। ପୁଅକୁ ବାପାର ପରିଚୟ ସହ ନିଜକୁ ପତ୍ନୀର ମାନ୍ୟତା ଦେବାକୁ ପ୍ରେମିକା ଦୀନେଶଙ୍କ ଘର ଆଗରେ […]

home

home

Niranjan Mishra
  • Published: Wednesday, 31 August 2022
  • Updated: 31 August 2022, 07:42 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପ୍ରେମିକ ଘର ଦୁଆରେ ଗଣେଶ ପୂଜା ପାଳିଲେ ଧାରଣା ଦେଉଥିବା ପ୍ରେମିକା। ରୀତି ନୀତି ଅନୁଯାୟୀ ବ୍ରାହ୍ମଣ ଆସି ଗଣେଶ ପୂଜା କରିଥିଲେ। ଆଜି ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦୀନେଶଙ୍କ ଘରେ ଆଗରେ ଗଣେଶ ପୂଜା କରିଛନ୍ତି ପ୍ରେମିକା ଦୀପିକା।

ସୂଚନା ମୁତାବକ, ମାସେ ହେଲାଣି ପ୍ରେମିକ ଦୀନେଶଙ୍କ ଘର ଆଗରେ ସେ ଧାରଣା ଦେଉଛନ୍ତି। ପୁଅକୁ ବାପାର ପରିଚୟ ସହ ନିଜକୁ ପତ୍ନୀର ମାନ୍ୟତା ଦେବାକୁ ପ୍ରେମିକା ଦୀନେଶଙ୍କ ଘର ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଦୀପିକା।

ହେଲେ ଏପର୍ଯ୍ୟନ୍ତ ଦୀନେଶ କିମ୍ବା ତାଙ୍କ ପରିବାର ଲୋକେ ଦୀପିକାଙ୍କୁ ଆଦରି ନେବାକୁ କୌଣସି ପଦେକ୍ଷପ ନେଇନାହାନ୍ତି।

ତେଣୁ ନିଜ ଜିଦ୍‌ରେ ଧାରଣା ଜାରି ରଖିଥବା ଦୀପିକା ପ୍ରମିକ ଘର ଆଗରେ ଗଣେଶ ପୂଜା ପାଳନ କରିଛନ୍ତି। ଏହି ଅବସରରେ ସେ ସେଥିପାଇଁ ଆଜି ସକାଳୁ ଅବଶ୍ୟକ ସବୁ ବ୍ୟବସ୍ଥା କରିଥିଲେ। ଟେବୁଲ ଉପରେ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତି ରଖିବା ସହ ଜଣେ ବ୍ରାହ୍ମଣଙ୍କୁ ଡକାଇ ଲଡ଼ୁ, ଫଳ, ମିଷ୍ଟାନ୍ନ ଭୋଗ କରିଛନ୍ତି। ଗଣେଶଙ୍କ ପୂଜା ଶେଷ ହେବା ପରେ ଭୋଗକୁ ଦେଶୀବେହେରାସାହି ଦେଇ ଯାଉଥିବା ଲୋକ, ସାମ୍ବାଦିକ ଓ ପୁଲିସ କର୍ମଚାରୀଙ୍କୁ ବାଣ୍ଟିଥିଲେ। ଭଗବାନ ଶ୍ରୀଗଣେଶ ଭଗବାନ ଦୀନେଶଙ୍କ ପରିବାର ବର୍ଗଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସେ ମନାସୀ ଥିବା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story