ଧାଇଁ ଧାଇଁ ଖର୍ଚ୍ଚାନ୍ତ ଲୋକେ, ହେଉନି କାମ | Odisha Reporter
Advertisment
ଧାଇଁ ଧାଇଁ ଖର୍ଚ୍ଚାନ୍ତ ହେବା ସହ ନୟାନ୍ତ ହେଲେଣି ଲୋକେ। କିଏ ମାସେ କିଏ ଦୁଇ ମାସ। ଏମିତି ଅନେକ ଦିନ ଧରି ବହୁ ଦୂରରୁ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି। କାମ ହେଇଯିବ ବୋଲି। ହେଲେ ଏଯାଏଁ କାମ ହୋଇପାରୁନି। ସଠିକ୍ ସମୟରେ ମିଳୁନି ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର, ଫଳରେ ନିରାଶ ହେଉଛନ୍ତି ଆବେଦନକାରୀ। ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us