ଖଣ୍ଡା ବୁଲାଇଲା ହତାଶିଆ ପ୍ରେମିକ, ଭୟରେ ବରପକ୍ଷ ଛୁ

ନୀଳଗିରି(ଓଡ଼ିଶା ରିପୋର୍ଟର): ଏକ ତରଫା ପ୍ରେମ  କରୁଥିବା ହତାଶିଆ ପ୍ରେମିକ ଘଟାଇଛି ଉନ୍ମତକାଣ୍ଡ। ପ୍ରେମିକା ବାହାଘରକୁ ଆସି ଖଣ୍ଡା ବୁଲାଇ ବରପକ୍ଷଙ୍କୁ ଆତଙ୍କିତ କରିଛି। ଧମକଚମକ ପାଇ ବରପକ୍ଷ ଲଗ୍ନ ଧରା ଅଧାରୁ ଭୟରେ ଛୁ ହୋଇଯାଇଛନ୍ତି। ପରେ କୌଶଳ କ୍ରମେ ଗାଁ ଲୋକେ ଏହି ହତାସିଆ ପ୍ରେମିକ ଏବଂ ତାର ସହିତ ଥିବା ଅନ୍ୟଜଣେ ସହଯୋଗୀ ଯୁବକଙ୍କୁ ବାନ୍ଧି ପୁଲିସ ଜିମା ଦେଇଛନ୍ତି। ଆଜି ନୀଳଗିରି ଥାନା ବଡ଼ପାଟପୁର ଗାଁରେ ଏହି ଘଟଣା ଘଟିଛି। ଉନ୍ମତ […]

One-side-Lover

One-side-Lover

Niranjan Mishra
  • Published: Sunday, 05 June 2022
  • Updated: 06 June 2022, 10:15 AM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର): ଏକ ତରଫା ପ୍ରେମ  କରୁଥିବା ହତାଶିଆ ପ୍ରେମିକ ଘଟାଇଛି ଉନ୍ମତକାଣ୍ଡ। ପ୍ରେମିକା ବାହାଘରକୁ ଆସି ଖଣ୍ଡା ବୁଲାଇ ବରପକ୍ଷଙ୍କୁ ଆତଙ୍କିତ କରିଛି। ଧମକଚମକ ପାଇ ବରପକ୍ଷ ଲଗ୍ନ ଧରା ଅଧାରୁ ଭୟରେ ଛୁ ହୋଇଯାଇଛନ୍ତି। ପରେ କୌଶଳ କ୍ରମେ ଗାଁ ଲୋକେ ଏହି ହତାସିଆ ପ୍ରେମିକ ଏବଂ ତାର ସହିତ ଥିବା ଅନ୍ୟଜଣେ ସହଯୋଗୀ ଯୁବକଙ୍କୁ ବାନ୍ଧି ପୁଲିସ ଜିମା ଦେଇଛନ୍ତି। ଆଜି ନୀଳଗିରି ଥାନା ବଡ଼ପାଟପୁର ଗାଁରେ ଏହି ଘଟଣା ଘଟିଛି। ଉନ୍ମତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର।

ସୂଚନା ମୁତାବକ, ବଡ଼ପାଟପୁର ଗାଁର ଜଣେ ଯୁବତୀଙ୍କ ବାହାଘର ଚାଲିଥିଲା। ଯୁବତୀଙ୍କ ଲଗ୍ନ ଧରା ଚାଲିଥିବା ବେଳେ ପୂର୍ବ ଯୋଜନା ମୁତାବକ ଏହି ହତାସିଆ ପ୍ରେମିକ ବାହାଘର ଭଣ୍ଡୁର କରିବା ନିମନ୍ତେ ଗାଁରେ ପହଞ୍ଚି ଥିଲା। ପାଖରେ ଲୁଚାଇ ଆଣିଥିଲା ବିରାଟ ଖଣ୍ଡା ଓ କଟୁରୀ। ସାଙ୍ଗରେ ତାର କେତେକ ସହଯୋଗୀ ମଧ୍ୟ ଥିଲେ। ବରପକ୍ଷ ଠିକ୍ ଗାଁରେ ପହଞ୍ଚିବା କ୍ଷଣି ଯୁବକ ତାର ସହଯୋଗୀ ସହ ଖଣ୍ଡା ଧରି ଗାଁରେ ବୁଲାଇଥିଲା। ବରପକ୍ଷଙ୍କୁ ଅଟକାଇ ଘଟଣାସ୍ଥଳ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲା। ଏହି ଖବର ପାଇ ଝିଅ ଘର ଲୋକେ ସରପଞ୍ଚ ଓ ଅନ୍ୟ କିଛି ମୁରବିଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଏହି ଉନ୍ମତ ଗୋଷ୍ଠୀ ଚାଲିଯାଇଥିଲେ। ବରପକ୍ଷଙ୍କୁ ଧରି ଝିଅଘର ଲୋକେ ଘରେ ପାଦ ଦେବା କ୍ଷଣି ପୁଣି ବାହାରେ ପହଞ୍ଚି ଯାଇଥିଲେ ଏହି ହତାସିଆ ପ୍ରେମିକ ଓ ତାର ଗୋଷ୍ଠୀ। ଖଣ୍ଡା ଓ କଟୁରୀ ବୁଲାଇ ବରପକ୍ଷଙ୍କୁ ଚାଲିଯିବାକୁ ଧମକ ଦେଇଥିଲେ। କନ୍ୟାଘର ଲୋକଙ୍କୁ ମଧ୍ୟ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଇଥିଲେ। ଯୁବତୀର ଜୀବନ ବରବାଦ କରିଦେବ ବୋଲି ହତାସିଆ ପ୍ରେମିକ ଧମକ ପରେ ଧମକ ଦେଇଚାଲିଥିଲା।

ଏହା ପରେ ଗାଁ ଲୋକେ ଏକଜୁଟ ହୋଇ ସମ୍ପୃକ୍ତ ଉନ୍ମତ ଯୁବକ ସହ ତାର ସହଯୋଗୀଙ୍କୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ସମସ୍ତ ଘଟଣା କହି ବାନ୍ଧି ରଖିଥିବା ଯୁବକଙ୍କୁ ଜିମା ଦେଇଥିଲେ। ଝିଅର ଜୀବନ ନଷ୍ଟ କରିବାକୁ ପୂର୍ବରୁ ମଧ୍ୟ ଏହି ଯୁବକ ଏଭଳି ଉନ୍ମତ କାଣ୍ଡ ଭିଆଇ ଥିବା ପୁଲିସରେ ଅଭିଯୋଗ ହୋଇଛି। ଏସବୁ ଦେଖିବା ପରେ ବରପକ୍ଷ ଭୟଭୀତ ହୋଇ ଲଗ୍ନ ନ ଧରୀ ଫେରିଯାଇଥିଲେ। ଉନ୍ମତ ଯୁବକଙ୍କ ନାମରେ ଝିଅର ବାପା ଓ ସରପଞ୍ଚ ଥାନାରେ ଏତଲା ଦେଇଛନ୍ତି। ଝିଅର ବାପା କହିଛନ୍ତି, ଝିଅ ସ୍କୁଲ ଯାଉଥିବା ବେଳେ ଏହି ଅଭିଯୁକ୍ତ ଯୁବକ କମେଣ୍ଟ ମାରୁଥିଲା।  ଏନେଇ ସେ ପୁଲିସକୁ ଏତଲା ଦେଇଥିଲେ। ଯାହା ପରେ ଯୁବକକୁ କୋର୍ଟ ଜେଲ ପଠାଇ ଦେଇଥିଲେ। ୧୫ ଦିନ ପରେ ସେ ଜେଲରୁ ଆସିଥିଲା। ଏହା ପରେ ଝିଅର ଜୀବନ ନଷ୍ଟ କରିବା ନିମନ୍ତେ ବାରମ୍ବାର ପ୍ରୟାସ କରୁଛି। ପୁଲିସ ଏହାର ଉଚିତ ନ୍ୟାୟ କରିବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story