Advertisment

ଟାଟା କ୍ୟାଲେଣ୍ଡରରେ ମାସକୁ ୪୦ ଦିନ!

ଦିନରେ ଲଣ୍ଠନ ଦେଖାଉଛି ଟାଟା ପାଓ୍ୱାର। ଅସଜଡା ବିଲିଂ ବ୍ୟବସ୍ଥା ଜରିଆରେ ଗ୍ରାହକଙ୍କୁ ଶୋଷୁଛି। ଅଡିଟ ରିପୋର୍ଟରେ ଆସିଛି ସତ। ବିଦ୍ୟୁତ୍ ମିଟର ରିଡିଂରେ ହେଉଛି ବଡ଼ ଘୋଟାଲା। ୩୦ ଦିନ ବଦଳରେ ଏକାସାଙ୍ଗରେ ପ୍ରାୟ ୪୦ ଦିନର ବିଲ୍ ତିଆରି ହେଉଛି। ଗ୍ରାହକଙ୍କଠାରୁ ବେନିୟମ ଭାବେ ଚଢ଼ା ଦରରେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ।

Tata Power Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe