Advertisment

ଫାଇନରୁ ବର୍ତ୍ତିବା ଲାଗି ଆପଣାଉଛନ୍ତି ନୂଆପନ୍ଥା

ଫାଇନରୁ ବର୍ତ୍ତିବା ପାଇଁ ନୂଆ ପନ୍ଥା ଆପଣାଉଛନ୍ତି ଗାଡ଼ି ଚାଳକ। ସିଟିଟିଭିରେ ରେକର୍ଡ ନ ହେବା ପାଇଁ ନମ୍ବର ପ୍ଲେଟଗୁଡିକୁ କରୁଛନ୍ତି ସ୍କ୍ରାଚ। ଅଧିକାଂଶ ଗାଡ଼ି ଚାଳକ ନମ୍ବର ପ୍ଲେଟଗୁଡିକୁ ଭାଙ୍ଗି ଦେଉଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
Advertisment

ଫାଇନରୁ ବର୍ତ୍ତିବା ପାଇଁ ନୂଆ ପନ୍ଥା ଆପଣାଉଛନ୍ତି ଗାଡ଼ି ଚାଳକ। ସିସିଟିଭିରେ ରେକର୍ଡ ନ ହେବା ପାଇଁ ନମ୍ବର ପ୍ଲେଟଗୁଡିକୁ କରୁଛନ୍ତି ସ୍କ୍ରାଚ। ଅଧିକାଂଶ ଗାଡ଼ି ଚାଳକ ନମ୍ବର ପ୍ଲେଟଗୁଡିକୁ ଭାଙ୍ଗି ଦେଉଥିବା ଅଭିଯୋଗ। ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡୁଛି କମିଶନରେଟ ପୁଲିସ। ସ୍କାନରରେ ବେପରୁଆ ଗାଡି ଚାଳକ। ଗାଡ଼ି ନମ୍ବର ପ୍ଲେଟକୁ ଲୁଚାଇ ଦ୍ରୁତଗତିରେ ବାଇକ ଚଳାଇବା ଉପରେ କଡ଼ା ନଜର ରଖିବ କମିଶନରେଟ ପୁଲିସ।

Advertisment
RTO Guideline Bhubaneswar Vehicle Challan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe