ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିରେ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ପଣାସଂକ୍ରାନ୍ତିରେ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ମୁକ୍ତିମଣ୍ଡପ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ଵୀକୃତି ଦିଆଯାଇଛି। ନୂତନ ପଞ୍ଜିକାରେ ଯାନିଯାତ୍ରା, ତିଥି ବାରର ପଞ୍ଚାଙ୍ଗ ସହ ବ୍ରତୋପନୟନ ଓ ବିବାହ, ଶୁଭ ମୁହୂର୍ତ୍ତ ଆଦି ସ୍ପଷ୍ଟ ହେବ।