Advertisment

‘ନୂତନ ପଞ୍ଜିକା- ନୂଆ ରାଜନୈତିକ ଦଳ ସୃଷ୍ଟି ହେବ’

ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିରେ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ପଣାସଂକ୍ରାନ୍ତିରେ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ମୁକ୍ତିମଣ୍ଡପ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ଵୀକୃତି ଦିଆଯାଇଛି। ନୂତନ ପଞ୍ଜିକାରେ ଯାନିଯାତ୍ରା, ତିଥି ବାରର ପଞ୍ଚାଙ୍ଗ ସହ ବ୍ରତୋପନୟନ ଓ ବିବାହ, ଶୁଭ ମୁହୂର୍ତ୍ତ ଆଦି ସ୍ପଷ୍ଟ ହେବ।

Odisha Odia Panji Almanac
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe