ହକି ଖେଳାଳିଙ୍କ ପାଇଁ ହୋଟେଲ୍‌ରେ ଆୟୋଜନ ହୋଇଛି ଏହିସବୁ ଆଇଟମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରକୁ ହକି ଫିଭର। ଯୁଆଡ଼େ ଚାହିଁବ ସିଆଡ଼େ ହକିର କ୍ରେଜ୍‌। ରାସ୍ତା ଘାଟ ରଙ୍ଗେଇ ହେଉଛି। ଝଲସି ଉଠୁଛି ଭୁବନେଶ୍ୱର। ଏୟାରପୋର୍ଟଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ନେଇଛି ନୂଆ ରୂପ। ଚଳଚଞ୍ଚଳ ରାଜଧାନୀର ଲୁହା ବ୍ୟାରିକେଡ୍‌ ପାର୍ଶ୍ୱରେ ଛିଡ଼ା ହୋଇ ବିଦେଶୀ ଖେଳାଳିଙ୍କୁ ସ୍ୱାଗତ କରୁଛନ୍ତି ରାଜଧାନୀବାସୀ। ଆତିଥେୟତାରେ ଯେପରି କିଛି ଊଣା ରହି ନଯାଏ ସେଥିପ୍ରତି ସମସ୍ତେ ଯତ୍ନବାନ୍‌। ରାଜଧାନୀର ତାରକା ହୋଟେଲଗୁଡ଼ିକ ବି ହକି ପାଇଁ ହୋଇ ଉଠିଛି […]

1

1

Mihir Pattnayak
  • Published: Friday, 23 November 2018
  • Updated: 23 November 2018, 04:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରକୁ ହକି ଫିଭର। ଯୁଆଡ଼େ ଚାହିଁବ ସିଆଡ଼େ ହକିର କ୍ରେଜ୍‌। ରାସ୍ତା ଘାଟ ରଙ୍ଗେଇ ହେଉଛି। ଝଲସି ଉଠୁଛି ଭୁବନେଶ୍ୱର। ଏୟାରପୋର୍ଟଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ନେଇଛି ନୂଆ ରୂପ। ଚଳଚଞ୍ଚଳ ରାଜଧାନୀର ଲୁହା ବ୍ୟାରିକେଡ୍‌ ପାର୍ଶ୍ୱରେ ଛିଡ଼ା ହୋଇ ବିଦେଶୀ ଖେଳାଳିଙ୍କୁ ସ୍ୱାଗତ କରୁଛନ୍ତି ରାଜଧାନୀବାସୀ। ଆତିଥେୟତାରେ ଯେପରି କିଛି ଊଣା ରହି ନଯାଏ ସେଥିପ୍ରତି ସମସ୍ତେ ଯତ୍ନବାନ୍‌।

ରାଜଧାନୀର ତାରକା ହୋଟେଲଗୁଡ଼ିକ ବି ହକି ପାଇଁ ହୋଇ ଉଠିଛି ଚଳଚଞ୍ଚଳ। ଷ୍ଟାର୍ ହୋଟେଲ୍ ‘ମେ-ଫେୟାର-ଲାଗୁନ୍‌’ ହେଉ କି ‘ସ୍ୱସ୍ତି ପ୍ରିମିୟମ’ ସବୁଠି ଚାଲିଛି ସଜବାଜ। ବିଦେଶୀ ଅତିଥିଙ୍କ ସ୍ୱାଗତ ଓ ଖାଦ୍ୟପେୟରେ ଯେପରି କିଛି ତ୍ରୁଟି ନ ରହିଯାଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।

ସାଧାରଣ ଲୋକଙ୍କ ମନରେ ବି ଲାଗିରହିଛି ପ୍ରବଳ ଉତ୍ସାହ। ବିଦେଶାଗତ ଖେଳାଳୀମାନେ ଏଠି ଆସିଲେ ଖାଇବେ କ’ଣ ? ଆପଣଙ୍କ ମନରେ ବି ସେମିତି ପ୍ରଶ୍ନ ଉଠୁଥିବ।। ତେବେ ଡେରି ନ କରି ଆମେ ବି ଆପଣଙ୍କୁ ସେ ବିଷୟରେ ଜଣାଇ ଦେଉଛୁ।

ମେ- ଫେୟାର-ଲାଗୁନ୍‌ ଇତିମଧ୍ୟରେ ହକି ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ତାଲିକା ପ୍ରସ୍ତୁତ କରି ସାରିଛି। ଯେଉଁଥିରେ ରହିଛି ୪୭ଟି ବ୍ୟଞ୍ଜନ। ଉଭୟ ଭାରତୀୟ ଓ ଅଣଭାରତୀୟ ଖାଦ୍ୟ ଏହି ତାଲିକାରେ ସାମିଲ ହୋଇଛି। ଯେଉଁଥିରେ ରହିଛି ୧୫ଟି ଭାରତୀୟ ଖାଦ୍ୟ। ଆସନ୍ତୁ ଜାଣିବା କ’ଣ ରହିଛି ଏହି ବ୍ୟଞ୍ଜନଗୁଡ଼ିକର ନାଁ।

ସୁପ୍‌

Roasted Tomato And Cream of Chicken

ସକାଳ ଜଳଖିଆରେ ବ୍ରେଡ୍‌ ଏବଂ ବଟର୍‌ ସହ ଏହା ପରଷା ଯିବ

Tom Yum (ନିରାମିଷ/ଚିକେନ୍‌ /ଚିଙ୍ଗୁଡ଼ି)

Manchow Soup (ନିରାମିଷ/ଚିକେନ୍‌ /ଚିଙ୍ଗୁଡ଼ି)

ସାଲାଡ୍‌

Greek SaLad

Spring Sprout Salad

Mayfair Caesar Bowl (ସ୍ୱତନ୍ତ୍ର)

ସ୍ୟାଣ୍ଡଉଇଚ୍‌ ଏବଂ ବରଗର୍‌

Mayfair Burgers (ସ୍ୱତନ୍ତ୍ର)

Vegetable Garden Patty

Farmed Chicken With Herb

Mayfair Club Sandwhich (ନିରାମିଷ/ଚିକେନ୍‌)

ପାସ୍ତା

Penne, Farfelle, Spaghetti, Fussili

Al Arrabbiata - Spicy Tomato Base Sauce Topped Up with Cheese

Basil Pesto - Basil Paste with Nuts, Cream and Cheese

Aglio Olio - Tossed in Olive Oil, Garlic and Parmesan Cheese

Trio Frommagio - Three Cheese Creamy Sauce

ବିଦେଶୀ ଫ୍ଲେବର ଯୁକ୍ତ ବ୍ୟଞ୍ଜନ

Mushroom And Corn Au-Gratin

Mushroom and American Corn Niblets Cooked with Herbs In Cream Sauce, Topped

Up with Cheese and Flashed Under Salamander

Duo Grilled Prawns

Fresh Herb Marinated Prawns Grilled and Tossed with Two Sauces –

Mustard Basil, Peri Peri

Fish And Chips

Crumb fried fish fillets served with side salad and French fries

Pan Seared Fish With Lemon Butter Sauce

Mustard Marinated Grilled Fish Served with Butter Tossed Exotic Vegetables,

Mashed Potato and Lemon Butter Sauce

Grilled Chicken Breast

Grilled Spring Chicken breast marinated with olive oil, garlic and lemon Fish

Served with Butter Tossed Exotic Vegetables, Mashed Potato and Mushroom Jus

ଭାରତୀୟ ଖାଦ୍ୟ ତାଲିକା

Paneer Tikka

Tandoori Aloo

Lahsooni Jhinga

Zafrani Fish Tikka

Murgh Malai Tikka

Paneer Butter Masala

Kadhai Paneer

Dal Makhani

Dal Tadka

Murgh Tariwala

Gosht Rogan Josh

Murgh Dum Biryani

Gosht Dum Biryani

Subz Dum Biryani

Steamed Rice

ମିଷ୍ଟାନ୍ନ

Tutti Fruity

Baked Gur Rasgolla

Choice Of Ice Cream

(Vanilla / Chocolate / Strawberry / Butter Scotch)

ଅନ୍ୟାନ୍ୟ

Crispy Corn Salt And Pepper

Chilly Baby corn

Szechwan Chilli Paneer

Bali Prawns (Mayfair’s Signature)

Prawns Salt And Pepper

Parsley Chilli Fish

Chicken Salt And Pepper

Green Chilli Chicken

Noodle Mao Street

Mix Vegetables / Chicken / Prawns

The Rice Bowl

Mix Vegetables / Chicken / Prawns

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story