ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରକୁ ହକି ଫିଭର। ଯୁଆଡ଼େ ଚାହିଁବ ସିଆଡ଼େ ହକିର କ୍ରେଜ୍। ରାସ୍ତା ଘାଟ ରଙ୍ଗେଇ ହେଉଛି। ଝଲସି ଉଠୁଛି ଭୁବନେଶ୍ୱର। ଏୟାରପୋର୍ଟଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ନେଇଛି ନୂଆ ରୂପ। ଚଳଚଞ୍ଚଳ ରାଜଧାନୀର ଲୁହା ବ୍ୟାରିକେଡ୍ ପାର୍ଶ୍ୱରେ ଛିଡ଼ା ହୋଇ ବିଦେଶୀ ଖେଳାଳିଙ୍କୁ ସ୍ୱାଗତ କରୁଛନ୍ତି ରାଜଧାନୀବାସୀ। ଆତିଥେୟତାରେ ଯେପରି କିଛି ଊଣା ରହି ନଯାଏ ସେଥିପ୍ରତି ସମସ୍ତେ ଯତ୍ନବାନ୍।
ରାଜଧାନୀର ତାରକା ହୋଟେଲଗୁଡ଼ିକ ବି ହକି ପାଇଁ ହୋଇ ଉଠିଛି ଚଳଚଞ୍ଚଳ। ଷ୍ଟାର୍ ହୋଟେଲ୍ ‘ମେ-ଫେୟାର-ଲାଗୁନ୍’ ହେଉ କି ‘ସ୍ୱସ୍ତି ପ୍ରିମିୟମ’ ସବୁଠି ଚାଲିଛି ସଜବାଜ। ବିଦେଶୀ ଅତିଥିଙ୍କ ସ୍ୱାଗତ ଓ ଖାଦ୍ୟପେୟରେ ଯେପରି କିଛି ତ୍ରୁଟି ନ ରହିଯାଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।
ସାଧାରଣ ଲୋକଙ୍କ ମନରେ ବି ଲାଗିରହିଛି ପ୍ରବଳ ଉତ୍ସାହ। ବିଦେଶାଗତ ଖେଳାଳୀମାନେ ଏଠି ଆସିଲେ ଖାଇବେ କ’ଣ ? ଆପଣଙ୍କ ମନରେ ବି ସେମିତି ପ୍ରଶ୍ନ ଉଠୁଥିବ।। ତେବେ ଡେରି ନ କରି ଆମେ ବି ଆପଣଙ୍କୁ ସେ ବିଷୟରେ ଜଣାଇ ଦେଉଛୁ।
ମେ- ଫେୟାର-ଲାଗୁନ୍ ଇତିମଧ୍ୟରେ ହକି ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ତାଲିକା ପ୍ରସ୍ତୁତ କରି ସାରିଛି। ଯେଉଁଥିରେ ରହିଛି ୪୭ଟି ବ୍ୟଞ୍ଜନ। ଉଭୟ ଭାରତୀୟ ଓ ଅଣଭାରତୀୟ ଖାଦ୍ୟ ଏହି ତାଲିକାରେ ସାମିଲ ହୋଇଛି। ଯେଉଁଥିରେ ରହିଛି ୧୫ଟି ଭାରତୀୟ ଖାଦ୍ୟ। ଆସନ୍ତୁ ଜାଣିବା କ’ଣ ରହିଛି ଏହି ବ୍ୟଞ୍ଜନଗୁଡ଼ିକର ନାଁ।
ସୁପ୍
Roasted Tomato And Cream of Chicken
ସକାଳ ଜଳଖିଆରେ ବ୍ରେଡ୍ ଏବଂ ବଟର୍ ସହ ଏହା ପରଷା ଯିବ
Tom Yum (ନିରାମିଷ/ଚିକେନ୍ /ଚିଙ୍ଗୁଡ଼ି)
Manchow Soup (ନିରାମିଷ/ଚିକେନ୍ /ଚିଙ୍ଗୁଡ଼ି)
ସାଲାଡ୍
Greek SaLad
Spring Sprout Salad
Mayfair Caesar Bowl (ସ୍ୱତନ୍ତ୍ର)
ସ୍ୟାଣ୍ଡଉଇଚ୍ ଏବଂ ବରଗର୍
Mayfair Burgers (ସ୍ୱତନ୍ତ୍ର)
Vegetable Garden Patty
Farmed Chicken With Herb
Mayfair Club Sandwhich (ନିରାମିଷ/ଚିକେନ୍)
ପାସ୍ତା
Penne, Farfelle, Spaghetti, Fussili
Al Arrabbiata - Spicy Tomato Base Sauce Topped Up with Cheese
Basil Pesto - Basil Paste with Nuts, Cream and Cheese
Aglio Olio - Tossed in Olive Oil, Garlic and Parmesan Cheese
Trio Frommagio - Three Cheese Creamy Sauce
ବିଦେଶୀ ଫ୍ଲେବର ଯୁକ୍ତ ବ୍ୟଞ୍ଜନ
Mushroom And Corn Au-Gratin
Mushroom and American Corn Niblets Cooked with Herbs In Cream Sauce, Topped
Up with Cheese and Flashed Under Salamander
Duo Grilled Prawns
Fresh Herb Marinated Prawns Grilled and Tossed with Two Sauces –
Mustard Basil, Peri Peri
Fish And Chips
Crumb fried fish fillets served with side salad and French fries
Pan Seared Fish With Lemon Butter Sauce
Mustard Marinated Grilled Fish Served with Butter Tossed Exotic Vegetables,
Mashed Potato and Lemon Butter Sauce
Grilled Chicken Breast
Grilled Spring Chicken breast marinated with olive oil, garlic and lemon Fish
Served with Butter Tossed Exotic Vegetables, Mashed Potato and Mushroom Jus
ଭାରତୀୟ ଖାଦ୍ୟ ତାଲିକା
Paneer Tikka
Tandoori Aloo
Lahsooni Jhinga
Zafrani Fish Tikka
Murgh Malai Tikka
Paneer Butter Masala
Kadhai Paneer
Dal Makhani
Dal Tadka
Murgh Tariwala
Gosht Rogan Josh
Murgh Dum Biryani
Gosht Dum Biryani
Subz Dum Biryani
Steamed Rice
ମିଷ୍ଟାନ୍ନ
Tutti Fruity
Baked Gur Rasgolla
Choice Of Ice Cream
(Vanilla / Chocolate / Strawberry / Butter Scotch)
ଅନ୍ୟାନ୍ୟ
Crispy Corn Salt And Pepper
Chilly Baby corn
Szechwan Chilli Paneer
Bali Prawns (Mayfair’s Signature)
Prawns Salt And Pepper
Parsley Chilli Fish
Chicken Salt And Pepper
Green Chilli Chicken
Noodle Mao Street
Mix Vegetables / Chicken / Prawns
The Rice Bowl
Mix Vegetables / Chicken / Prawns