କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଶେଷରେ ଆତ୍ମସର୍ମପଣ କଲେ ଯୁବକ

ମୋହନା(ମିହିର ଜତି): ଗତ ୧୧ ତାରିଖରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ଯୁବକ ଶେଷରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି କହିଛନ୍ତି ଗଜପତି ଜିଲ୍ଲା ମୋହନା ଅତିରିକ୍ତ ତହସିଲଦାର । ସୂଚନାଯୋଗ୍ୟ, ନିଖୋଜ ଅନ୍ତେବାସୀଜଣକ ହେଲେ, ଦମାଦୁଆ ପଂଚାୟତ ଘାସପଦା ଗାଁର  ନରେନ୍ଦ୍ର ବିଶୋଇ । ସେ ଗତ ୯ ତାରିଖରେ ବିଶାଖାପାଟଣାରୁ ଫେରିବା ପରେ ତାଙ୍କୁ ମୋହନା ବ୍ଲକ ଲୁହାଗୁଡିସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ […]

surrender

surrender

Niharika Rout
  • Published: Friday, 14 May 2021
  • Updated: 14 May 2021, 01:06 PM IST

ମୋହନା(ମିହିର ଜତି): ଗତ ୧୧ ତାରିଖରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ଯୁବକ ଶେଷରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି କହିଛନ୍ତି ଗଜପତି ଜିଲ୍ଲା ମୋହନା ଅତିରିକ୍ତ ତହସିଲଦାର ।

ସୂଚନାଯୋଗ୍ୟ, ନିଖୋଜ ଅନ୍ତେବାସୀଜଣକ ହେଲେ, ଦମାଦୁଆ ପଂଚାୟତ ଘାସପଦା ଗାଁର  ନରେନ୍ଦ୍ର ବିଶୋଇ । ସେ ଗତ ୯ ତାରିଖରେ ବିଶାଖାପାଟଣାରୁ ଫେରିବା ପରେ ତାଙ୍କୁ ମୋହନା ବ୍ଲକ ଲୁହାଗୁଡିସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ ତାଙ୍କ ଅବଧି ସରିବା ପୂର୍ବରୁ ଗତ ୧୧ ତାରିଖ ସନ୍ଧ୍ୟାରୁ ଅନ୍ତେବାସୀ ଜଣକ ନିଖୋଜ ହୋଇଯାଇଥିଲେ

ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ତେବାସୀ ନିଖୋଜ ନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା ।  ଏନେଇ ସଂପୃକ୍ତ ଯୁବକଙ୍କ ପରିବାରଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ। ଏହାପରେ ତାଙ୍କୁ ଖୋଜିବାକୁ ବିଭିନ୍ନ ଜାଗାରେ ଚଢ଼ାଉ କରିବା ପରେ ଗତକାଲି ସନ୍ଧ୍ୟାରେ ସେ ଆତ୍ମସମର୍ପଣ କରିଥିଲେ।

ତେବେ ସେ କେଉଁଠି ଯାଇଥିଲେ ? କାହା ସହ ସାକ୍ଷାତ କରିଛନ୍ତି ସେ ସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି ମୋହନା ଅତିରିକ୍ତ ତହସିଲଦାର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story