Advertisment

ବ୍ଲେଡ୍‌ରେ ଯୁବତୀଙ୍କ ବେକ କାଟିଦେଲା ଯୁବକ

କଟକ (ପ୍ରଭାତ ବିଷୋୟୀ): କଟକ ଜିଲ୍ଲା ବାଦାମବାଡ଼ି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଯୁବକ ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ କାବୁ କରି ନେଇଥିଲେ ଓ ନିସ୍ତୁକ ମାଡ଼ ମାରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବ୍ଲେଡ୍‌ରେ ଯୁବତୀଙ୍କ ବେକ କାଟିଦେଲା ଯୁବକ

ctc

କଟକ (ପ୍ରଭାତ ବିଷୋୟୀ): କଟକ ଜିଲ୍ଲା ବାଦାମବାଡ଼ି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଯୁବକ ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି।

Advertisment

ଘଟଣା ପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ କାବୁ କରି ନେଇଥିଲେ ଓ ନିସ୍ତୁକ ମାଡ଼ ମାରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୮ଟାରେ ଏକ କସ୍‌ମେଟିକ୍‌ ଦୋକାନରେ କୌଣସି କଥାକୁ ନେଇ ଯୁବତୀଙ୍କ ସହ ଯୁବକ ଜଣଙ୍କ ଝଗଡ଼ା କରିଥିଲା। ଏହାପରେ ହଠାତ୍‌ ସେ ବ୍ଲେଡ୍‌ ଓ କାଚରେ ଯୁବତୀଙ୍କୁ ଆକ୍ରମଣ କରିଥିଲା।

Advertisment