Advertisment

ମଦ ଦୋକାନ କର୍ମଚାରୀଙ୍କୁ ଛୁରା ମାଡ଼

ବିନିକା (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆବଜାରରେ ଥିବା ବିଦେଶୀ ମଦ ଦୋକାନର କର୍ମଚାରୀ ମୁକେଶ କୁମାରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛନ୍ତି। ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିବା ପରେ ଫେରାର ହୋଇଯାଇଛି। ଅଭଯିଗ ଅନୁସାରେ, କିଛି ଯୁବକ ମଦ କିଣିବାକୁ ଦୋକାନକୁ ଆସିଥିଲେ। ହେଲେ କୌଣସି କାରଣରୁ ମୁକେଶଙ୍କ ସହ ସେମାନଙ୍କର ଝଗଡ଼ା ହୋଇଥିଲା। ଏହାର କିଛି ସମୟ ପରେ ମୁକେଶ ଦୋକାନରୁ ବାହାରକୁ ଆସୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ […]

author-image
Rakesh Mallick
ମଦ ଦୋକାନ କର୍ମଚାରୀଙ୍କୁ ଛୁରା ମାଡ଼

binika

ବିନିକା (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆବଜାରରେ ଥିବା ବିଦେଶୀ ମଦ ଦୋକାନର କର୍ମଚାରୀ ମୁକେଶ କୁମାରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛନ୍ତି। ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିବା ପରେ ଫେରାର ହୋଇଯାଇଛି।

Advertisment

ଅଭଯିଗ ଅନୁସାରେ, କିଛି ଯୁବକ ମଦ କିଣିବାକୁ ଦୋକାନକୁ ଆସିଥିଲେ। ହେଲେ କୌଣସି କାରଣରୁ ମୁକେଶଙ୍କ ସହ ସେମାନଙ୍କର ଝଗଡ଼ା ହୋଇଥିଲା। ଏହାର କିଛି ସମୟ ପରେ ମୁକେଶ ଦୋକାନରୁ ବାହାରକୁ ଆସୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା।

ଗୁରୁତର ଅବସ୍ଥାରେ ମୁକେଶଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment