Advertisment

ଘର ଉପରେ ପଡ଼ିଲା ଗଛ

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋକେରାମା ପଞ୍ଚାୟତର ବାଟିଟୋଲି  ଗାଁରେ ଗତକାଲି ପ୍ରବଳ ବର୍ଷା ଓ ପବନ ହେବା  ଯୋଗୁ ଏକ ବିରାଟକାୟ ବରଗଛ ଉପୁଡ଼ି ଡିବୁ ଗନଝୁଙ୍କ ଘର ଉପରେ ପଡ଼ିଛି। ଏଥିରେ ଜଣେ ଗୁରୁତର ହେବା ସହ ୧୮ଟି ଛେଳିମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଡିବୁଙ୍କୁ ରାଉରକେଲାସ୍ଥିତ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଶ୍ରୀ ଗନଝୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ଘର ଉପରେ ପଡ଼ିଲା ଗଛ

tree

Advertisment

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋକେରାମା ପଞ୍ଚାୟତର ବାଟିଟୋଲି  ଗାଁରେ ଗତକାଲି ପ୍ରବଳ ବର୍ଷା ଓ ପବନ ହେବା  ଯୋଗୁ ଏକ ବିରାଟକାୟ ବରଗଛ ଉପୁଡ଼ି ଡିବୁ ଗନଝୁଙ୍କ ଘର ଉପରେ ପଡ଼ିଛି। ଏଥିରେ ଜଣେ ଗୁରୁତର ହେବା ସହ ୧୮ଟି ଛେଳିମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଡିବୁଙ୍କୁ ରାଉରକେଲାସ୍ଥିତ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଶ୍ରୀ ଗନଝୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe