Advertisment

ପୁରୁଷ ଶୂନ୍ୟ ଗାଁ

କଟକ ବଡମ୍ବା ବ୍ଲକ ଅଧୀନ ଖୁଣ୍ଟକୁଟା ପଞ୍ଚାୟତର ବରପଲ୍ଲୀ ଗାଁରେ ନାହାନ୍ତି ଜଣେ ବି ପୁରୁଷ। ପୁରୁଷ ଶୂନ୍ୟ ହୋଇପଡ଼ିଛି ପୁରା ଗାଁ। ତେବେ କାହିଁକି ଏ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କିଡ଼ନୀ ରୋଗ ବରପଲ୍ଲୀକୁ କରିଛି ପୁରୁଷଶୁନ୍ୟ ଗାଁ। ଏଠି ଘରେ ଘରେ କିଡ଼ନୀ ରୋଗୀ। ଦୂଷିତ ପାଣି ପିଇ କିଡ଼ନୀ ରୋଗ ବ୍ୟାପୁଥିବା ଅଭିଯୋଗ ଆସିଛି। ସେପଟେ କିନ୍ତୁ ଗାଁ ମୁଣ୍ଡରେ ଲାଗିଛି ବସୁଧା ଯୋଜନା ହୋଡିଂ। ଏହି ଯୋଜନା କୁଆଡେ ଘରେ ଘରେ ପାନୀୟ ଜଳ ଯୋଗାଉଛି।

Drinking Water Problem Odisha Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe