ନ୍ୟାୟ ପାଇଁ ବିଡିଓଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା

ଯାଜପୁର଼(ଗୁଲାମ ଗସ୍‌): ନିଜ ହକ୍‌ରୁ ବଞ୍ଚିତ ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ସୂଚନା ଅନୁଯାୟୀ, ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳା  ଚାଉଳ ଆଣିବାକୁ ଗତ ସୋମବାର ଦିନ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ। ମହିଳାଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡିଲର […]

jajpur

jajpur

Jyoshna Pradhan
  • Published: Thursday, 14 May 2020
  • Updated: 14 May 2020, 11:39 AM IST

Sports

Latest News

ଯାଜପୁର଼(ଗୁଲାମ ଗସ୍‌): ନିଜ ହକ୍‌ରୁ ବଞ୍ଚିତ ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ।

ସୂଚନା ଅନୁଯାୟୀ, ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳା  ଚାଉଳ ଆଣିବାକୁ ଗତ ସୋମବାର ଦିନ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ। ମହିଳାଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡିଲର ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସେ ମଙ୍ଗଳବାର ବରୀ ବିଡିଓଙ୍କ ନିକଟକୁ ଗୁହାରି ଜଣାଇବାକୁ ଆସିଥିଲେ। ଆଉ ତାଙ୍କୁ ନ୍ୟାୟ ଦେବା ପାଇଁ ଶତାଧିକ ଲୋକଙ୍କ ସାମ୍ନାରେ ସେ ବିଡିଓଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story