atm card
[vc_row][vc_column][vc_video link=": ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବକୋଦା ଗାଁ ନିକଟ ଏକ ପୋଲ ତଳେ ପରିତ୍ୟକ୍ତ ଅବସ୍ଥାରେ ବହୁ ସଂଖ୍ୟାରେ ଆଧାର କାର୍ଡ, ବ୍ୟାଙ୍କ ଜମାଖାତା ଓ ଏଟିଏମ୍ କାର୍ଡ ପଡ଼ିରହିଛି। ଲୋକମାନେ ଏହାକୁ ଦେଖି ଘଟଣାର ତଦନ୍ତ ଦାବି କରିଛନ୍ତି। ସେମାନେ ସ୍ଥାନୀୟ ପୋଷ୍ଟ ମାଷ୍ଟର ଶଙ୍କର ବିଶ୍ୱାସଙ୍କୁ ଏଥିପାଇଁ ଦାୟୀ କରିବା ସହ ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ରହିଛି ବୋଲି ଲୋକେ କହିଛନ୍ତି।
Advertisment
ସମ୍ପୃକ୍ତ ପୋଷ୍ଟମାଷ୍ଟର କହିଛନ୍ତି,“ମୁଁ ବିଶ୍ୱାସରେ ଲୋକଙ୍କ ହାତରେ କିଛି କାର୍ଡ ଦେଇଥାଏ। କିନ୍ତୁ ସେମାନେ ସଠିକ୍ ଲୋକ ପାଖରେ ନ ପହଞ୍ଚାଇ ଫିଙ୍ଗି ଦେଇ ଥାଇପାରନ୍ତି।”
ପୋଲିସ୍ ଘଟଣାର ତଦନ୍ତ କରୁଛି।
[/vc_column_text][/vc_column][/vc_row]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
