- Videos
- Odisha
- ଘରେ ପହଞ୍ଚାଉ ନାହାନ୍ତି, ପୋଲ ତଳେ ଫିଙ୍ଗି ଦେଉଛନ୍ତି ଆଧାର ଓ ଏଟିଏମ୍ କାର୍ଡ! ପୋଷ୍ଟମାଷ୍ଟରଙ୍କ ଉପରକୁ ଉଠିଲା ଆଙ୍ଗୁଳି
ଘରେ ପହଞ୍ଚାଉ ନାହାନ୍ତି, ପୋଲ ତଳେ ଫିଙ୍ଗି ଦେଉଛନ୍ତି ଆଧାର ଓ ଏଟିଏମ୍ କାର୍ଡ! ପୋଷ୍ଟମାଷ୍ଟରଙ୍କ ଉପରକୁ ଉଠିଲା ଆଙ୍ଗୁଳି
- Published: Friday, 19 May 2017
- , Updated: 19 May 2017, 08:17 AM IST
<p>[vc_row][vc_column][vc_video link=": ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବକୋଦା ଗାଁ ନିକଟ ଏକ ପୋଲ ତଳେ ପରିତ୍ୟକ୍ତ ଅବସ୍ଥାରେ ବହୁ ସଂଖ୍ୟାରେ ଆଧାର କାର୍ଡ, ବ୍ୟାଙ୍କ ଜମାଖାତା ଓ ଏଟିଏମ୍ କାର୍ଡ ପଡ଼ିରହିଛି। ଲୋକମାନେ ଏହାକୁ ଦେଖି ଘଟଣାର ତଦନ୍ତ ଦାବି କରିଛନ୍ତି। ସେମାନେ ସ୍ଥାନୀୟ ପୋଷ୍ଟ ମାଷ୍ଟର ଶଙ୍କର ବିଶ୍ୱାସଙ୍କୁ ଏଥିପାଇଁ ଦାୟୀ କରିବା ସହ ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ରହିଛି ବୋଲି ଲୋକେ କହିଛନ୍ତି।</p>
<p>ସମ୍ପୃକ୍ତ ପୋଷ୍ଟମାଷ୍ଟର କହିଛନ୍ତି,“ମୁଁ ବିଶ୍ୱାସରେ ଲୋକଙ୍କ ହାତରେ କିଛି କାର୍ଡ ଦେଇଥାଏ। କିନ୍ତୁ ସେମାନେ ସଠିକ୍‌ ଲୋକ ପାଖରେ ନ ପହଞ୍ଚାଇ ଫିଙ୍ଗି ଦେଇ ଥାଇପାରନ୍ତି।”</p>
<p>ପୋଲିସ୍‌ ଘଟଣାର ତଦନ୍ତ କରୁଛି।</p>
<p>[/vc_column_text][/vc_column][/vc_row]</p>