Advertisment

ଦୁର୍ଘଟଣାରେ ଅଭିନେତା ରଣଜିତ୍ ପଟ୍ଟନାୟକଙ୍କ ପରଲୋକ

କଟକ: ଚଳଚିତ୍ର ଅଭିନେତା ରଣଜିତ୍ ପଟ୍ଟନାୟକ (ରାଜା)ଙ୍କର ଆଜି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଭଦ୍ରକରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ମୃତଦେହ କଟକ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ବହୁ ସିନେ ଅଭିନେତା, ଅଭିନେତ୍ରୀ, ସିରିୟଲ ପ୍ରଯୋଜକ  ଓ ନିର୍ଦ୍ଦେଶକ  ରାଜାଙ୍କ ଶେଷ ଦର୍ଶନ କରିଛନ୍ତି। ଯୁବ କଳାକାରଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ବଡ଼ମ୍ବାରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
ଦୁର୍ଘଟଣାରେ ଅଭିନେତା ରଣଜିତ୍ ପଟ୍ଟନାୟକଙ୍କ ପରଲୋକ

ACTOR.4

Advertisment

କଟକ: ଚଳଚିତ୍ର ଅଭିନେତା ରଣଜିତ୍ ପଟ୍ଟନାୟକ (ରାଜା)ଙ୍କର ଆଜି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଭଦ୍ରକରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ମୃତଦେହ କଟକ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ବହୁ ସିନେ ଅଭିନେତା, ଅଭିନେତ୍ରୀ, ସିରିୟଲ ପ୍ରଯୋଜକ  ଓ ନିର୍ଦ୍ଦେଶକ  ରାଜାଙ୍କ ଶେଷ ଦର୍ଶନ କରିଛନ୍ତି। ଯୁବ କଳାକାରଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ବଡ଼ମ୍ବାରେ ଶୋକର ଛାୟା ଖେଳିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe