Advertisment

ରାଜଧାନୀରେ ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀ-CRP  ଜାତୀୟ ରାଜପଥ ଓଭର ବ୍ରିଜ୍‌ ଉପରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍ ପଛକୁ  ପିଟିଛି ଅନ୍ୟ ଗାଡ଼ି । ଫଳରେ ଟ୍ରକ୍ ଚାଳକ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ଭୋର ୪ଟାରେ ଘଟିଛି ଏହି ଦୁର୍ଘଟଣା। ନୟାପଲ୍ଲୀରୁ CRP ଆଡକୁ ଯାଉଥିବା ଏକ ଲୁହା ପଥର ବୋଝଇ ଟ୍ରକ ଏକ ଗାଡିକୁ ପଛ ପଟୁ ଧକା ଦେଇଥିଲା। ତାପଛରେ ଥିବା ଆଉ […]

ଅଦ୍ୟତନ ହୋଇଛି
ରାଜଧାନୀରେ ଟ୍ରକ୍‌କୁ ପିଟିଲା ଟ୍ରକ୍‌

tio

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀ-CRP  ଜାତୀୟ ରାଜପଥ ଓଭର ବ୍ରିଜ୍‌ ଉପରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍ ପଛକୁ  ପିଟିଛି ଅନ୍ୟ ଗାଡ଼ି । ଫଳରେ ଟ୍ରକ୍ ଚାଳକ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଆଜି ଭୋର ୪ଟାରେ ଘଟିଛି ଏହି ଦୁର୍ଘଟଣା। ନୟାପଲ୍ଲୀରୁ CRP ଆଡକୁ ଯାଉଥିବା ଏକ ଲୁହା ପଥର ବୋଝଇ ଟ୍ରକ ଏକ ଗାଡିକୁ ପଛ ପଟୁ ଧକା ଦେଇଥିଲା। ତାପଛରେ ଥିବା ଆଉ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପିଟିଥିଲା । କିନ୍ତୁ ସାମ୍ନାରେ ଥିବା ଗାଡିଟିକୁ ଘଟଣାସ୍ଥଳରୁ ଡ୍ରାଇଭର କେଉଁଆଡେ ନେଇଯାଇଥିବା ସୂଚନା ମିଳିଛି । ଏଥିଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଥିଲା।

Roadaccident Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe