Advertisment

ପରିସ୍ରା ବାହାନାରେ ଥାନାରୁ ଖସିଗଲା ଅଭିଯୁକ୍ତ

ଗଜପତି (ଓଡ଼ିଶା ରିପୋର୍ଟର) : ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୁଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ। ଗତ ୨୦ ତାରିଖରେ କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ  ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ […]

ପରିସ୍ରା ବାହାନାରେ ଥାନାରୁ ଖସିଗଲା ଅଭିଯୁକ୍ତ

pic

Advertisment

ଗଜପତି (ଓଡ଼ିଶା ରିପୋର୍ଟର) : ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୁଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ।

Advertisment

ଗତ ୨୦ ତାରିଖରେ କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ  ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ ଗିରଫ କରିଥିଲା।

ତେବେ ସେହି ରାତିରେ ଚାଲାଣର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଲାଟିନର ସ୍କାଇଲାଇଟ ଭାଙ୍ଗି ଫେରାର ହୋଇଯାଇଛି। ପୁଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ ଗିରଫ ପାଇଁ  ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe