ହତ୍ୟାର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ

ଜଳେଶ୍ୱର(ଅଜିତ ଦାସ):  ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବେଳେ ହତ୍ୟାର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର କରୁଠିଆ ଗ୍ରାମରେ ରତନ ଦାସ ଓରଫ୍ ଜଗାକୁ ଗତକାଲି ରାତିରେ ପିଟି ପିଟି ହତ୍ୟା କରାଯାଇଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି। ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ […]

Murder-1

Murder-1

Niharika Rout
  • Published: Saturday, 18 July 2020
  • Updated: 18 July 2020, 07:53 AM IST

Sports

Latest News

ଜଳେଶ୍ୱର(ଅଜିତ ଦାସ):  ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବେଳେ ହତ୍ୟାର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର କରୁଠିଆ ଗ୍ରାମରେ ରତନ ଦାସ ଓରଫ୍ ଜଗାକୁ ଗତକାଲି ରାତିରେ ପିଟି ପିଟି ହତ୍ୟା କରାଯାଇଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି।

ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ କିଛି ଗାଡ଼ି ମାଲିକଙ୍କ ସହ ତା’ର ମାରପିଟ, ଝଗଡ଼ା ହୋଇଥିଲା । ଏହାପରେ ତାକୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ସକାଳେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜଗା ନାଁରେ ବିଭିନ୍ନ ଥାନାରେ  ଚୋରି, ଡକାୟତି, ହତ୍ୟାକାଣ୍ଡ, ରାହାଜାନି ଭଳି ୮ରୁ ଅଧିକ  ସଙ୍ଗିନ ମାମଲା ରହିଛି। ଏହାବ୍ୟତୀତ ତା’ ନାଁରେ ରାଜ୍ୟ ବାହାରେ ଗୋଆ ଥାନାରେ ବି ମାମଲା ରୁଜୁ ହୋଇଛି।

କମର୍ଦ୍ଦା ଥାନା, ଜଳେଶ୍ୱର ଥାନା, ବାଲେଶ୍ୱର ଓ ଗୋୟାରେ ଜଗା ନାଁରେ ୮ରୁ ଅଧିକ ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ କିଏ ଜଡ଼ିତ ଅଛି, ପୁଲିସ୍‌ ତଦନ୍ତ ଚାଲୁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story