Advertisment

ରିମାଣ୍ଡରେ ଅଭିଯୁକ୍ତ, କ୍ରେତା ବିକ୍ରେତା ହେବେ ମୁହାଁମୁହିଁ ଜେରା

ଡାକ ଅଧିକ୍ଷକଙ୍କ ଚେମ୍ବର ଭିତରେ କେମିତି ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଖୋଦ ତଦନ୍ତକାରୀ ଅଧିକାରୀ ଡି.ଏସ.ପି ଦେବବ୍ରତ ଚକ୍ର, ଡାକ ଅଧିକ୍ଷକଙ୍କୁ ପଚରା ଉଚୁରା କରିଥିଲେ ।

Advertisment

ଡାକ ଅଧିକ୍ଷକଙ୍କ ଚେମ୍ବର ଭିତରେ କେମିତି ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଖୋଦ ତଦନ୍ତକାରୀ ଅଧିକାରୀ ଡି.ଏସ.ପି ଦେବବ୍ରତ ଚକ୍ର, ଡାକ ଅଧିକ୍ଷକଙ୍କୁ ପଚରା ଉଚୁରା କରିଥିଲେ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଧିକ୍ଷକଙ୍କ ସମେତ, ଅନ୍ୟ କର୍ମଚାରୀଙ୍କୁ ବି ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଶେଷରେ ସନ୍ଦେହରେ ଥିବା ୩୮ ଜଣ ନକଲି ସାର୍ଟିଫିକେଟରେ ଚାକିରୀ ପାଇଁ ଆବେଦନ କରିଥିବା ପ୍ରାର୍ଥି ଓ ପ୍ରାର୍ଥିନୀଙ୍କ ସବୁ ଡକ୍ୟୁମେଣ୍ଟ ଜବତ କରି ସାଙ୍ଗରେ ନେଇଥିଲା କ୍ରାଇମବ୍ରାଞ୍ଚ।

Advertisment
Odisha Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe