Advertisment

‘ଆମକୁ ଅନ୍ଧାର ରଖି ତାଙ୍କୁ ନ୍ୟାୟ ଦେଲେ, ଏବେ ପାଣି କ୍ଷୀର ଅଲଗା’

ତେଣୁ ପାରଳାଖେମୁଣ୍ଡି କୋର୍ଟ ଏହି ଘଟଣାରେ ସମ୍ପୃକ୍ତି ଥିବା ଡିଏଫଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ହୋଇଥିଲା ।

author-image
Manoj Swain

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ ଏତଲା ଦେବା ପରେ ସେହି ଆଧାରରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲୁ। ତେଣୁ ପାରଳାଖେମୁଣ୍ଡି କୋର୍ଟ ଏହି ଘଟଣାରେ ସମ୍ପୃକ୍ତି ଥିବା ଡିଏଫଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ହୋଇଥିଲା । ତେବେ ଏମାନେ ହାଜର ନହେବାରୁ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରଓ୍ବାନା ଜାରିହୋଇଛି  ବୋଲି କହିଛନ୍ତି ମାମୁ ଶିତିକଣ୍ଠ ପଣ୍ଡା ।

Advertisment
Odisha