Advertisment

ମନ୍ତ୍ରୀଙ୍କୁ ଟାଣିଲେ ସୌମ୍ୟଙ୍କ ବାପା

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ଅଭିରାମ ମହାପାତ୍ର ।

author-image
Manoj Swain

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ଅଭିରାମ ମହାପାତ୍ର l ମୃତ୍ୟୁ ଘଟଣାରେ ଏତଲା ଦେବା ପରେ ସେହି ଆଧାରରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ତେଣୁ ପାରଳାଖେମୁଣ୍ଡି କୋର୍ଟ ଏହି ଘଟଣାରେ ସମ୍ପୃକ୍ତି ଥିବା ଡିଏଫଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହଜାର ହେବାକୁ ନୋଟିସ ହୋଇଥିଲା କିନ୍ତୁ ହଜାର ହୋଇନଥିଲେ ।

Advertisment
Odisha Acfo Soumya Death Mystery