ମନ୍ତ୍ରୀଙ୍କୁ ଟାଣିଲେ ସୌମ୍ୟଙ୍କ ବାପା | Odisha Reporter
Advertisment
ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ଅଭିରାମ ମହାପାତ୍ର l ମୃତ୍ୟୁ ଘଟଣାରେ ଏତଲା ଦେବା ପରେ ସେହି ଆଧାରରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ତେଣୁ ପାରଳାଖେମୁଣ୍ଡି କୋର୍ଟ ଏହି ଘଟଣାରେ ସମ୍ପୃକ୍ତି ଥିବା ଡିଏଫଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହଜାର ହେବାକୁ ନୋଟିସ ହୋଇଥିଲା କିନ୍ତୁ ହଜାର ହୋଇନଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us