ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା 'ମୋ ବସ୍'। ଅଳ୍ପକେ ବର୍ତ୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ। ରାଜଭବନ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳ ଗାଡ଼ିକୁ ଧକ୍କା ଦେଇଛି ମୋ ବସ୍। ତେବେ ଦୃତଗତି ଯୋଗୁଁ ଦୃର୍ଘଟଣା ହୋଇଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଏମିତି ଚୋରି କେବେ ଦେଖି ନଥିବେ
ସିସିଟିଭିରେ କଏଦ ଏ ଚୋରି ଆପଣ ଆଗରୁ କେବେ ଦେଖି ନଥିବେ। ବାଇକର ଡିକି ଭାଙ୍ଗି ଦୁର୍ବୃତ୍ତ ଚୋରି କରି ନେଉଥିବାର ଅନେକ ଖବର ଆପଣ ଶୁଣିଥିବେ। ହେଲେ ଏବେ ସେମିତି ଏକ ଚୋରି ବେଳର ଲାଇଭ ଦୃଶ୍ୟ ଦେଖନ୍ତୁ। ଭଦ୍ରକ ଜିଲ୍ଲା ଟାଉନ ଥାନା ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଛକରେ ଜଣେ ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି। ସେ ପୁଣି ପାଞ୍ଚ କି ଦଶ ହଜାର ଟଙ୍କା ନୁହେଁ। ଗାଡ଼ି ଡିକି ଖୋଲି ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
Odisha
ଓଡ଼ିଶାରେ ମାଫିଆ ସରକାର
ଝାରସୁଗୁଡ଼ାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜୋରଦାର କ୍ୟାମ୍ପେନିଂ। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ଲାଗି ଲଇକେରା ଓ କୋଲାବିରାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ ବୈଜୟନ୍ତ। ଏହି ଅବସରରେ ରାଜ୍ୟ ସରକାରଙ୍କୁ କରିଥିଲେ ଶାଣିତ ଆକ୍ରମଣ। ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସିଧାସଲଖ ଟାର୍ଗେଟ କରିଥିଲେ। ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ ଶାସନ, ସରକାରରେ ବସିଛନ୍ତି ମାଫିଆ। ରାଜ୍ୟରେ ବଢ଼ିଛି ମହିଳା ବିରୋଧୀ ହିଂସା, ଆଉ ଏଠି ଖୋଦ ମନ୍ତ୍ରୀ ବି ସୁରକ୍ଷିତ ନୁହଁନ୍ତି ବୋଲି ବୈଜୟନ୍ତ କହିଥିଲେ।
Odisha
ଓବିସି ସର୍ଭେର ଫାଇଦା କ’ଣ?
ପ୍ରଥମ ଥର ପାଇଁ ରାଜ୍ୟର ପଛୁଆ ବର୍ଗର ସ୍ଥିତି ଜାଣିବାକୁ ସର୍ଗେ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିହାର ପରେ ଦ୍ୱିତୀୟ ରାଜ୍ୟ ଭାବରେ ଓଡିଶାରେ ଏହି ସର୍ଭେ ଆରମ୍ଭ ହୋଇଛି। ମେ ପହିଲାରୁ ଏହି ସର୍ଭେ ଆରମ୍ଭ ହୋଇଛି। ରାଜ୍ୟରେ ୫୪ ପ୍ରତିଶତ ଭୋଟର ହେଉଛନ୍ତି ୱିସି ବର୍ଗର। ତେଣୁ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସର୍ଭେ ହୋଇଥିବାରୁ ଓବିସି ବର୍ଗ ପାଇଁ କିଛି ପଦକ୍ଷେପ ନେଇପାରନ୍ତି ସରକାର। ଏଥିପାଇଁ ସର୍ଭେ ସମୟରେ ଆପଣଙ୍କୁ ସାମିଲ ହେବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଉଛି।
Odisha
ପ୍ରତିଶ୍ରୃତି ପାଲଟିଲା ପାଣିର ଗାର
କିଏ ଗରା ତ କିଏ ବାଲଟି ଧରି ବାହାରି ପଡ଼ିଛନ୍ତି ପାଣିର ଖୋଜରେ। ଟିକିଏ ପାଣି ପାଇବେ ଆଉ ନିଜର ଶୋଷ ମେଣ୍ଟାଇବେ। ପାଣି ଟୋପାଏ ପାଇଁ ବଣ ଜଙ୍ଗଲ ଡେଇଁ, ଖାଲ ଢ଼ିପ ପାର କରି ଯାଉଛନ୍ତି।