Advertisment

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌କୁ ପିଟିଲା ‘ମୋ ବସ୍‌’,ଗାଡି ଭାଙ୍ଗି ଚୁର୍‌ମାର୍‌

ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା 'ମୋ ବସ୍'। ଅଳ୍ପକେ ବର୍ତ୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ। ରାଜଭବନ ଛକରେ କଟକ ଏଡିଏମଙ୍କ ଗାଡ଼ିକୁ ଧକ୍କା ଦେଇଛି ମୋ ବସ୍। ତେବେ ଦୃତଗତି ଯୋଗୁଁ ଦୃର୍ଘଟଣା ହୋଇଥିବା ଜଣାପଡିଛି।

Advertisment

ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା 'ମୋ ବସ୍'। ଅଳ୍ପକେ ବର୍ତ୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ। ରାଜଭବନ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳ ଗାଡ଼ିକୁ ଧକ୍କା ଦେଇଛି ମୋ ବସ୍। ତେବେ ଦୃତଗତି ଯୋଗୁଁ ଦୃର୍ଘଟଣା ହୋଇଥିବା ଜଣାପଡିଛି। 

Advertisment
Bhubaneswar Mo Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe