ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ। ଧୋତି ବଦଳରେ ପିନ୍ଧାଇ ଦେଲେ ପ୍ୟାଣ୍ଟସାର୍ଟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯିବାକୁ ନେଇ ତେଜିଲା ବିବାଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପ୍ୟାଣ୍ଟସାର୍ଟ ପିନ୍ଧାଇ ଦେଇଛି ପୌର ପ୍ରଶାସନ। ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ ଶାର୍ଟ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିବାବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଭୂମିହୀନଙ୍କୁ ଆବାସ: ଏଣିକି ତହସିଲଦାରଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେବେ ବିଡିଓ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମିହୀନଙ୍କୁ ଘର ଯୋଗାଇବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ନିମନ୍ତେ ଆଜି ଆନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି।
Crime
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା: ଡିଏଫଓଙ୍କୁ ମାରାଥନ ଜେରା
ଘଟଣାପରେ ଡିଏଫ୍ଓ ଛୁଟିରେ ଚାଲି ଯାଇଥିଲେ।
Politics
ନବୀନଙ୍କୁ ଭେଟିଲେ ମେଳି ବାନ୍ଧିଥିବା ବିଏମ୍ସି କର୍ପୋରେଟର
ଗୋଟିଏ ପଟେ ଅମରେଶ ଓ ବିରଞ୍ଚିଙ୍କୁ ଦଳ ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି ହୋଇଥିବା ବେଳେ ଆଜି ତାଙ୍କ ବିରୋଧରେ ମେଳି କରିଥିବା କର୍ପୋରେଟର ନବୀନଙ୍କୁ ଭେଟିବା ଘଟଣା ଅଧିକ ଚର୍ଚ୍ଚାର ପରିସରକୁ ଆସିଛି।
Education
ଏକାଥରକେ ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି: ପ୍ରଭାବିତ ହେବ ବରିଷ୍ଠତା, ଗୋଟିଏ ଜିଲ୍ଲାରେ ରହିବେ ପତିପତ୍ନୀ
ରାଜ୍ୟସ୍ତରୀୟ ବଦଳି କମିଟିର ସୁପାରିଶ ଆଧାରରେ ବିଭିନ୍ନ ଜିଲ୍ଲାରେ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ, କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ(ସ୍କିମେଟିକ୍) ବର୍ଗର ୬୬୦ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି ।
Politics
ପ୍ରତାପଙ୍କୁ କାଉଁଣ୍ଟର କଲେ ସାରଦା; କହିଲେ- ମହାଙ୍ଗାରେ ପାଗଳା ବିଲୁଆ ମାତିଛି
ଆଜି ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ୱର ପଞ୍ଚାୟତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସାରଦା ପ୍ରଧାନ କହିଛନ୍ତି, ମହାଙ୍ଗାରେ ଦୁଇଟି ପଶୁ ବୁଲୁଛନ୍ତି। ସେହି ପଶୁ ଦୁଇଟା ପାଗଳ ହୋଇଯାଇଛନ୍ତି। ଗୋଟିଏ ହେଉଛି କୁକୁର ଓ ଅନ୍ୟଟି ହେଉଛି ବିଲୁଆ।