Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପ୍ୟାଣ୍ଟସାର୍ଟ ପିନ୍ଧାଇ ଦେଇଛନ୍ତି ପୌର ପ୍ରଶାସନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ। ଧୋତି ବଦଳରେ ପିନ୍ଧାଇ ଦେଲେ ପ୍ୟାଣ୍ଟସାର୍ଟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯିବାକୁ ନେଇ ତେଜିଲା ବିବାଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପ୍ୟାଣ୍ଟସାର୍ଟ ପିନ୍ଧାଇ ଦେଇଛି ପୌର ପ୍ରଶାସନ।

author-image
Manoj Swain

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ। ଧୋତି ବଦଳରେ ପିନ୍ଧାଇ ଦେଲେ ପ୍ୟାଣ୍ଟସାର୍ଟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯିବାକୁ ନେଇ ତେଜିଲା ବିବାଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପ୍ୟାଣ୍ଟସାର୍ଟ ପିନ୍ଧାଇ ଦେଇଛି ପୌର ପ୍ରଶାସନ। ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ ଶାର୍ଟ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିବାବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

Advertisment
Odisha Angul