ସରକାରୀ ଚାକିରି ପାଇବା ପରେ ଭୁଲିଗଲେ ସ୍ବାମୀ ! | Odisha Reporter
ସରକାରୀ ଚାକିରିଆ ସ୍ବାମୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ ପତ୍ନୀ। କହିଲେ, ପ୍ରାଇଭେଟ କମ୍ପାନୀରେ ଚାକିରି କରିଥିଲେ ସ୍ବାମୀ। ମୁଁ ପାଠ ପଢ଼ିବା ଲାଗି ତାଙ୍କ ପଛରେ ଟଙ୍କା ଖର୍ଚ୍ଚ କରିଲି, ଆଉ ଯେତେବେଳେ ସରକାରୀ ଚାକିରି ପାଇଗଲେ, ସେତେବେଳେ ମୋ ଉପରେ ଆରମ୍ଭ କରିଦେଲେ ନିର୍ଯାତନା। ସ୍ବାମୀଙ୍କ ବିରୋଧରେ ନିର୍ଯାତନା ସହ ପରକୀୟା ପ୍ରୀତି ଅଭିଯୋଗ ବି ଆଣିଛନ୍ତି ପତ୍ନୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
