Advertisment

ପୁଣି ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟ

ବଲାଙ୍ଗିର ଜିଲ୍ଳାରେ ବିଭିନ୍ନ ସରକାରୀ ପଦବୀ ପାଇଁ ଶହ ଶହ ବେକାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବିଭିନ୍ନ ସରକାରୀ କାଯ୍ୟାର୍ଳୟ ପାଇଁ ବାହାରିଥିବା ପଦବୀ ଭିତରୁ, ଏବେ ପୋଷ୍ଟ ଅଫିସର ବିଭିନ୍ନ ପଦ ପାଇଁ ଡକ୍ୟୁମେଣ୍ଟ ଛାନଭିନ ହେଉଛି। ବାସ୍‌, ଛାନଭିନ ବେଳେ ଧରାପଡିଛି, ନକଲି ମାର୍କ ସିଟ ଓ ସାର୍ଟିଫିକେଟ।

author-image
Manoj Swain

ବଲାଙ୍ଗୀର ଜିଲ୍ଳାରେ ବିଭିନ୍ନ ସରକାରୀ ପଦବୀ ପାଇଁ ଶହ ଶହ ବେକାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବିଭିନ୍ନ ସରକାରୀ କାଯ୍ୟାର୍ଳୟ ପାଇଁ ବାହାରିଥିବା ପଦବୀ ଭିତରୁ, ଏବେ ପୋଷ୍ଟ ଅଫିସର ବିଭିନ୍ନ ପଦ ପାଇଁ ଡକ୍ୟୁମେଣ୍ଟ ଛାନଭିନ ହେଉଛି। ବାସ୍‌, ଛାନଭିନ ବେଳେ ଧରାପଡିଛି, ନକଲି ମାର୍କ ସିଟ ଓ ସାର୍ଟିଫିକେଟ।

Advertisment
Odisha Balangir