ଦିପାଳୀଙ୍କ ଭୋଟ୍ କାଟିବ ଅଘରିଆ ସମାଜ ! || Jharsuguda By-Election Updates || Odisha Reporter
ଝାରସୁଗୁଡ଼ାରେ ହେଉଥିବା ଉପ ନିର୍ବାଚନର ଉଷ୍ଣତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ମୈଦାନରେ ଅଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ। ତେବେ ଏହି ନିର୍ବାଚନରେ ଜାତିର କୌଣସି ମୂଲ୍ୟ ନଥିଲେ ମଧ୍ୟ ଅଘରିଆ ସମାଜ ଏବଂ ଏହି ଜାତିର ଭୋଟର ଏକ ବଡ଼ ଭୂମିକା ଗ୍ରହଣ କରିପାରନ୍ତି। ଝାରସୁଗୁଡ଼ାରେ ପ୍ରାୟ ୨୮ ପ୍ରତିଶତ ବା ପାଖାପାଖି ୩୦ ହଜାର ଅଘରିଆ ଭୋଟ ରହିଛି। ଆଉ ଏହି ଅଘରିଆ ଜାତିରୁ ଆସିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
