Advertisment

ଓଡ଼ିଶାରେ କୃଷି ଶ୍ରମିକଙ୍କ ମଜୁରୀ ଏତେ କମ!

ଓଡ଼ିଶାରେ ବଡ଼ କୃଷି ବଜେଟ ହେଉଛି। ଜଳସେଚନର ଉତ୍ସ ତିଆରି ହେଉଛି। ହେଲେ ବିଲରେ ପାଣି ମାଡ଼ୁନି। ଏଭଳି ଏକ ସ୍ଥିତିରେ ଓଡ଼ିଶା ଚାଷୀର ଆୟ ଦେଶରେ ପ୍ରାୟ ତଳେ ଥିବାବେଳେ ଓଡ଼ିଶା କୃଷି ଶ୍ରମିକର ବାର୍ଷିକ ହାରାହାରି ଦୈନିକ ମଜୁରୀ ମଧ୍ୟ ଜାତୀୟ ସ୍ତରଠାରୁ କମ ରହୁଛି।

Odisha Agriculture Odisha Wage Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe