ପ୍ରତାରଣା ଅଭିଯୋଗରେ କୃଷି ଅଧିକାରୀ ଗିରଫ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତିଶ୍ରୁତି ପାଳନ ନକରିବା ଅଭିଯୋଗରେ ଜଣେ କୃଷି ଅଧିକାରୀଙ୍କୁ ପୁଲିସ୍‌ ବିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଟି ଟିଟିଲାଗଡ଼ରର ସଇଁତଳା ବ୍ଲକ୍‌ରେ ଘଟିଛି। ଅଭିଯୁକ୍ତ ଜଣଙ୍କ ହେଲେ ସଇଁତଳା ବ୍ଲକ ଆସିଷ୍ଟାଣ୍ଡ କୃଷି ଅଧିକାରୀ ଦିଲୀପ କୁମାର ମାଝି। ଅଭିଯୋଗ ଅନୁସାରେ, ଜଣେ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦିଲୀପ ଦୀର୍ଘଦିନ ହେବ ତାଙ୍କ ସହ ଶାରୀରିକ […]

t

t

Rakesh Mallick
  • Published: Sunday, 03 March 2019
  • Updated: 03 March 2019, 08:25 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତିଶ୍ରୁତି ପାଳନ ନକରିବା ଅଭିଯୋଗରେ ଜଣେ କୃଷି ଅଧିକାରୀଙ୍କୁ ପୁଲିସ୍‌ ବିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଟି ଟିଟିଲାଗଡ଼ରର ସଇଁତଳା ବ୍ଲକ୍‌ରେ ଘଟିଛି। ଅଭିଯୁକ୍ତ ଜଣଙ୍କ ହେଲେ ସଇଁତଳା ବ୍ଲକ ଆସିଷ୍ଟାଣ୍ଡ କୃଷି ଅଧିକାରୀ ଦିଲୀପ କୁମାର ମାଝି।

ଅଭିଯୋଗ ଅନୁସାରେ, ଜଣେ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦିଲୀପ ଦୀର୍ଘଦିନ ହେବ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ସେ ବିବାହ କରୁ ନଥିବାରୁ ମହିଳା ଜଣଙ୍କ ସଇଁତଳା ଥାନାର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଦିଲୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।

ତେବେ ଶାରୀରିକ ସମ୍ପର୍କ ଅଭିଯୋଗକୁ ଦିଲୀପ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ବିବାହ ପ୍ରତିଶ୍ରୁତି ଦେଇଛି। ଘରେ କିଛି ସମସ୍ୟା ଥିବାରୁ ବିବାହରେ ଡେରି ହେଉଛି।”

ତେବେ ନେଇ ପୁଲିସ୍‌ର ମତାମତ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story