/odisha-reporter/media/post_attachments/uploads/2015/05/AIIMs.jpg)
AIIMs
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ରୋଗୀଙ୍କ ପାଇଁ ହୋଇଛି ନୂଆ ବ୍ୟବସ୍ଥା। ଚିକିତ୍ସା ପାଇଁ ଏଠାକୁ ନିୟମିତ ଯାଉଥିବା ରୋଗୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରିପେଡ୍ ବା କ୍ୟାସ୍ଲେସ୍ କାର୍ଡ ବ୍ୟବସ୍ଥା। ରୋଗୀ ଅଗ୍ରୀମ ଟଙ୍କ। ଦେଇ ଏହି କାର୍ଡ ପାଇ ପାରିବେ। ଏହି କାର୍ଡ ମାଧ୍ୟମରେ ବିଲ୍ ପଇଠ କରାଯିବ। ଆଉ ରୋଗୀ ଅବା ସେମାନଙ୍କ ସଂପର୍କୀୟଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
