'ଏୟାର ଓଡ଼ିଶା'ର ଲାଇସେନ୍ସ ବାତିଲ, ଆଉ ଉଡ଼ାଇ ପାରିବନି ବିମାନ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଉଡ଼ାଣରେ ଅନିୟମିତତା କାରଣରୁ ‘ଏୟାର ଓଡ଼ିଶା’ ଜାତୀୟ ସ୍ତରରେ ପାଇଥିବା ୫୦ଟି ଉଡ଼ାଣ ରୁଟ୍‌କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବାତିଲ କରିଦେଇଛି। ଦୁଇଦିନ ପୂର୍ବେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବାତିଲ କରାଯାଇଛି। ଏନେଇ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଲାଇସେନ୍ସ ରଦ୍ଦ କରିଥିବାରୁ ଏବେ ଏୟାର ଓଡ଼ିଶା ଆଉ ବିମାନ ଉଡ଼ାଣ କରିପାରିବ ନାହିଁ। ସୂଚନାଯୋଗ୍ୟ, ଗତ […]

air odisha

air odisha

Rakesh Mallick
  • Published: Friday, 23 November 2018
  • Updated: 23 November 2018, 04:41 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଉଡ଼ାଣରେ ଅନିୟମିତତା କାରଣରୁ 'ଏୟାର ଓଡ଼ିଶା' ଜାତୀୟ ସ୍ତରରେ ପାଇଥିବା ୫୦ଟି ଉଡ଼ାଣ ରୁଟ୍‌କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବାତିଲ କରିଦେଇଛି। ଦୁଇଦିନ ପୂର୍ବେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବାତିଲ କରାଯାଇଛି। ଏନେଇ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଲାଇସେନ୍ସ ରଦ୍ଦ କରିଥିବାରୁ ଏବେ ଏୟାର ଓଡ଼ିଶା ଆଉ ବିମାନ ଉଡ଼ାଣ କରିପାରିବ ନାହିଁ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଡ଼ାଣ ଯୋଜନାରେ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ବିମାନ ଝାରସୁଗୁଡ଼ାରୁ ରାୟପୁର ଯାଇଥିଲା। ତା’ପରଠାରୁ ବିମାନ ଚଳାଚଳରେ ଅନିୟମିତତା ଦେଖା ଦେଇଥିଲା। କେବେ ବିମାନ ଯାଉଥିଲା, କେବେ ଆସୁଥିଲା କିଛି ନିର୍ଦ୍ଦିଷ୍ଟ ସମୟସୂଚୀ ନଥିଲା। ଏହାଦ୍ୱାରା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପରେ ଅକ୍ଟୋବର ୬ ତାରିଖରରୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏପରିକି କଂଗ୍ରେସ, ବିଜେଡି ଓ କୋଶଳ କ୍ରାନ୍ତି ଦଳ ପକ୍ଷରୁ ପୃଥକ ପୃଥକ ଭାବେ ଆନ୍ଦୋଳନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

'ଏୟାର ଓଡ଼ିଶା'ର ଲାଇସେନ୍ସ ରଦ୍ଦ ହୋଇଥିବାରୁ ଝାରସୁଗୁଡ଼ାରୁ ତୁରନ୍ତ ଅନ୍ୟ ଏୟାର ଲାଇନ୍‌ ଜରିଆରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

https://youtu.be/xKebK6L05Fs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story