Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ

ଭୁବନେଶ୍ୱର: ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ଦିନ। ଆଜି ଏହି ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ମଧ୍ୟ ପ୍ରସ୍ତୁତ ହେବ। ଖଣି ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି, ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ, ସେବାଶ୍ରମ ସ୍କୁଲଛାତ୍ରୀ ମା ହେବା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ କିଭଳି ଟାର୍ଗେଟ ହେବେ ସେ ସମ୍ପର୍କରେ ଆଲୋଚନା ହେବ। ଅନ୍ୟପକ୍ଷରେ,ଗତକାଲି ପ୍ରଥମ […]

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ

bjp-2

Advertisment

ଭୁବନେଶ୍ୱର: ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ଦିନ। ଆଜି ଏହି ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ମଧ୍ୟ ପ୍ରସ୍ତୁତ ହେବ। ଖଣି ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି, ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ, ସେବାଶ୍ରମ ସ୍କୁଲଛାତ୍ରୀ ମା ହେବା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ କିଭଳି ଟାର୍ଗେଟ ହେବେ ସେ ସମ୍ପର୍କରେ ଆଲୋଚନା ହେବ।

Advertisment

ଅନ୍ୟପକ୍ଷରେ,ଗତକାଲି ପ୍ରଥମ ଦିନରେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ପ୍ରଭାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ମହାସଂପର୍କ ଅଭିଯାନ। ସଦସ୍ୟ ସଂଖ୍ୟା ୩ ଲକ୍ଷ ୬୦ ହଜାରରୁ ବଢ଼ି ଏବେ ୩୦ ଲକ୍ଷ ୫୪ ହଜାରରେ ପହଞ୍ଚିଥିବା ଦଳ ଦାବି କରିଛି। ମହାସଂପର୍କ ଅଭିଯାନରେ, ପ୍ରତି ସଦସ୍ୟଙ୍କ ଘରକୁ ଯାଇ ନେତା ଓ କର୍ମକର୍ତ୍ତା ବିଜେପି ଆଦର୍ଶର ବାର୍ତ୍ତା ଦେବେ। ଯୋଜନା ଅଛି, ତିନି ମାସରେ ସଦସ୍ୟ ସଂଖ୍ୟା ୪୦ ଲକ୍ଷ ଛୁଇଁବା ଆଶା ରଖିଛନ୍ତି ରାଜ୍ୟ ବିଜେପି ବରିଷ୍ଠ ନେତୃବୃନ୍ଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe