/odisha-reporter/media/post_attachments/uploads/2015/05/ojee-result.jpg)
ojee
ଭୁବନେଶ୍ୱର:ଆଜି ଓଜେଇ ଏଣ୍ଟ୍ରାନ୍ସ ଆରମ୍ଭ ହୋଇଛି। ଏଥିରେ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ବାଦ ଏମବିଏ, ଏମସିଏ, ବି ଫ।ର୍ମା, ଏମ ଫ।ର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହେଉଅଛି। ରାଜ୍ୟରେ ପ୍ରାୟ ୪୪ ହଜାର ୫୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଏଥିପାଇଁ ଓଜେଇଇ ସେଲ ପକ୍ଷରୁ ୧୯ଟି ସହରରେ ୭୮ଟି କେନ୍ଦ୍ର କରାଯାଇଛି। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ। ୩ଟି ପର୍ଯ୍ୟାୟରେ ଏହା ୪ଟା ୩୦ରେ ଶେଷ ହେବ। ଏକ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ପ୍ରବେଶ କରିବେ। ଜୁନ ପ୍ରଥମ ସପ୍ତାହରେ ଏହାର ରେଜଲଟ ପ୍ରକାଶ ପାଇବ ବୋଲି ଓଜେଇଇ କତୃର୍ପକ୍ଷ ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
