Advertisment

ରାଜ୍ୟରେ ୭୮ଟି ସେଣ୍ଟରରେ ହେଉଛି ଓଜେଇ ଏଣ୍ଟ୍ରାନ୍ସ

ଭୁବନେଶ୍ୱର:ଆଜି ଓଜେଇ ଏଣ୍ଟ୍ରାନ୍ସ ଆରମ୍ଭ ହୋଇଛି। ଏଥିରେ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ବାଦ ଏମବିଏ, ଏମସିଏ, ବି ଫ।ର୍ମା,  ଏମ ଫ।ର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହେଉଅଛି। ରାଜ୍ୟରେ ପ୍ରାୟ ୪୪ ହଜାର ୫୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଏଥିପାଇଁ ଓଜେଇଇ ସେଲ ପକ୍ଷରୁ ୧୯ଟି ସହରରେ ୭୮ଟି କେନ୍ଦ୍ର କରାଯାଇଛି। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ। ୩ଟି ପର୍ଯ୍ୟାୟରେ ଏହା ୪ଟା ୩୦ରେ ଶେଷ ହେବ। ଏକ […]

ଅଦ୍ୟତନ ହୋଇଛି
ସୋମବାର ପ୍ରକାଶ ପାଇବ ଜେଇଇ ରାଙ୍କ କାର୍ଡ, ୩୦ରୁ ଓଜେଇଇର କାଉନସିଲିଂ

ojee

Advertisment

ଭୁବନେଶ୍ୱର:ଆଜି ଓଜେଇ ଏଣ୍ଟ୍ରାନ୍ସ ଆରମ୍ଭ ହୋଇଛି। ଏଥିରେ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ବାଦ ଏମବିଏ, ଏମସିଏ, ବି ଫ।ର୍ମା,  ଏମ ଫ।ର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହେଉଅଛି। ରାଜ୍ୟରେ ପ୍ରାୟ ୪୪ ହଜାର ୫୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଏଥିପାଇଁ ଓଜେଇଇ ସେଲ ପକ୍ଷରୁ ୧୯ଟି ସହରରେ ୭୮ଟି କେନ୍ଦ୍ର କରାଯାଇଛି। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ। ୩ଟି ପର୍ଯ୍ୟାୟରେ ଏହା ୪ଟା ୩୦ରେ ଶେଷ ହେବ। ଏକ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ପ୍ରବେଶ କରିବେ। ଜୁନ ପ୍ରଥମ ସପ୍ତାହରେ ଏହାର ରେଜଲଟ ପ୍ରକାଶ ପାଇବ ବୋଲି ଓଜେଇଇ କତୃର୍ପକ୍ଷ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe