Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପୁରୀର ରଥଖଳାରେ ପହଞ୍ଚି ଯାଇଛି ରଥ କାଠ। ଅନ୍ୟପଟରେ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଉତ୍ସବ। ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ  ଚଳନ୍ତି ପ୍ରତିମା ଜଳକ୍ରୀଡା କରିବେ। ସେହିଭଳି କୃଷକ ଭାଇମାନଙ୍କ ପାଇଁ ଆଜି ଚାଷ ଅନୁକୂଳର ଦିନ। ବିଲରେ ବିହନ ବୁଣିବେ ଚାଷୀ। ଅକ୍ଷୟତୃତୀୟାରେ ସୁନା […]

ଅଦ୍ୟତନ ହୋଇଛି
ଆସନ୍ତା କାଲିଠୁ ନିର୍ମାଣ ହେବ ରଥ

Chariotwork

Advertisment

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପୁରୀର ରଥଖଳାରେ ପହଞ୍ଚି ଯାଇଛି ରଥ କାଠ।

Advertisment

ଅନ୍ୟପଟରେ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଉତ୍ସବ। ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ  ଚଳନ୍ତି ପ୍ରତିମା ଜଳକ୍ରୀଡା କରିବେ। ସେହିଭଳି କୃଷକ ଭାଇମାନଙ୍କ ପାଇଁ ଆଜି ଚାଷ ଅନୁକୂଳର ଦିନ। ବିଲରେ ବିହନ ବୁଣିବେ ଚାଷୀ। ଅକ୍ଷୟତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତିି ବୋଲି ବିଶ୍ୱାସ ରହିଛି।

ଏହି ଅବସରରେ ଗ୍ରାହକଙ୍କୁ  ଆକର୍ଷିତ କରିବା ପାଇଁ ସୁନା ଦୋକାନୀମାନେ ବିଭିନ୍ନ ଅଫର ଦେଉଛନ୍ତି। ଆଉ ଏହାର ସୁଯୋଗ ନେବା ପାଇଁ ସୁନାଦୋକାନରେ ଗ୍ରାହକଙ୍କ ଭିଡ ଲାଗୁଥିବା ଦେଖାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe