ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘ ଜୀବନ, ସୁସ୍ଥତା ଓ ସଫଳତା କାମନା କରି ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି। ଆଜିର ଦିନରେ ଠାକୁରଙ୍କ ନିକଟରେ ପୂଜା କରିବା ପରେ ନୂଆ ଲୁଗା ପିନ୍ଧିବା ସହିତ ବ୍ରତ ବାନ୍ଧିବା ପରମ୍ପରା ରହିଛି। ଏଥିପାଇଁ ବିଭିନ୍ନ ମନ୍ଦିରରେ ସକାଳୁ ସକାଳୁ ବ୍ରତଧାରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ମହିଳାମାନେ ସାବିତ୍ରୀ ଅମାବାସ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଉପବାସ ରଖିବା ବିଧି ରହିଛି। ଏଥିପାଇଁ ମନ୍ଦିରମାନଙ୍କରେ […]

sabitri

sabitri

Rakesh Mallick
  • Published: Saturday, 04 June 2016
  • Updated: 04 June 2016, 02:38 PM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘ ଜୀବନ, ସୁସ୍ଥତା ଓ ସଫଳତା କାମନା କରି ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି। ଆଜିର ଦିନରେ ଠାକୁରଙ୍କ ନିକଟରେ ପୂଜା କରିବା ପରେ ନୂଆ ଲୁଗା ପିନ୍ଧିବା ସହିତ ବ୍ରତ ବାନ୍ଧିବା ପରମ୍ପରା ରହିଛି। ଏଥିପାଇଁ ବିଭିନ୍ନ ମନ୍ଦିରରେ ସକାଳୁ ସକାଳୁ ବ୍ରତଧାରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ମହିଳାମାନେ ସାବିତ୍ରୀ ଅମାବାସ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଉପବାସ ରଖିବା ବିଧି ରହିଛି। ଏଥିପାଇଁ ମନ୍ଦିରମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story