ଅଦ୍ୟତନ ହୋଇଛି
sabitri
Advertisment
ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘ ଜୀବନ, ସୁସ୍ଥତା ଓ ସଫଳତା କାମନା କରି ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି। ଆଜିର ଦିନରେ ଠାକୁରଙ୍କ ନିକଟରେ ପୂଜା କରିବା ପରେ ନୂଆ ଲୁଗା ପିନ୍ଧିବା ସହିତ ବ୍ରତ ବାନ୍ଧିବା ପରମ୍ପରା ରହିଛି। ଏଥିପାଇଁ ବିଭିନ୍ନ ମନ୍ଦିରରେ ସକାଳୁ ସକାଳୁ ବ୍ରତଧାରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ମହିଳାମାନେ ସାବିତ୍ରୀ ଅମାବାସ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଉପବାସ ରଖିବା ବିଧି ରହିଛି। ଏଥିପାଇଁ ମନ୍ଦିରମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/06/sabitri.jpg)