Advertisment

ଆଜି ଶ୍ରୀମନ୍ଦିର ଅଭିମୁଖେ ଯାଇପାରନ୍ତି ବଳଭଦ୍ରଙ୍କ ଦାରୁ

ଜଗତସିଂହପୁର: ଦାରୁଦେବତାଙ୍କ ଲୀଳାକୁ ନେଇ ଉତ୍ସବମୁଖର ଜଗସିଂହପୁର ଜିଲ୍ଲା। ଝଙ୍କଡର ମାଆ ଶାରଳାଙ୍କ ପୀଠରୁ ଆଜି ବଡଠାକୁରଙ୍କ ବଳଭଦ୍ର ଦାରୁଙ୍କୁ ଶ୍ରାୀ କ୍ଷେତ୍ର ଅଭିମୁଖେ ନିଆଯିବାର ସମ୍ଭବନା ରହିଛି। ବଡଠାକୁର ବଳଭଦ୍ରଙ୍କ ଦାରୁ ଚଉପଟ କାମ ସରିବା ସାଙ୍ଗକୁ କିଛି ଗୁପ୍ତ ନୀତି ଚାଲିଛି। ତା ସହିତ ଶଗଡି ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାରେ ବଳଭଦ୍ରଙ୍କ ଦାରୁଙ୍କୁ ମେଲାଣି ଦେବା ପରେ ଦଇତାପତିମାନେ ଶୁଭଦ୍ରାଙ୍କ ଦାରୁ ନିକଟକୁ ଯିବେ।

ଅଦ୍ୟତନ ହୋଇଛି
ଆଜି ଶ୍ରୀମନ୍ଦିର ଅଭିମୁଖେ ଯାଇପାରନ୍ତି ବଳଭଦ୍ରଙ୍କ ଦାରୁ

vlcsnap

Advertisment

ଜଗତସିଂହପୁର: ଦାରୁଦେବତାଙ୍କ ଲୀଳାକୁ ନେଇ ଉତ୍ସବମୁଖର ଜଗସିଂହପୁର ଜିଲ୍ଲା। ଝଙ୍କଡର ମାଆ ଶାରଳାଙ୍କ ପୀଠରୁ ଆଜି ବଡଠାକୁରଙ୍କ ବଳଭଦ୍ର ଦାରୁଙ୍କୁ ଶ୍ରାୀ କ୍ଷେତ୍ର ଅଭିମୁଖେ ନିଆଯିବାର ସମ୍ଭବନା ରହିଛି। ବଡଠାକୁର ବଳଭଦ୍ରଙ୍କ ଦାରୁ ଚଉପଟ କାମ ସରିବା ସାଙ୍ଗକୁ କିଛି ଗୁପ୍ତ ନୀତି ଚାଲିଛି। ତା ସହିତ ଶଗଡି ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାରେ ବଳଭଦ୍ରଙ୍କ ଦାରୁଙ୍କୁ ମେଲାଣି ଦେବା ପରେ ଦଇତାପତିମାନେ ଶୁଭଦ୍ରାଙ୍କ ଦାରୁ ନିକଟକୁ ଯିବେ।vlcsnap
ସେପଟେ ଦଇତାପତିଙ୍କୁ ଅଢଙ୍ଗଗଡ ଅପେକ୍ଷା କରିଛି । ଦେବୀ ସୁଭଦ୍ରାଙ୍କ ଦାରୁସ୍ଥଳରେ ଯଜ୍ଞସ୍ଥଳରେ ଯଜ୍ଞମଣ୍ଡପ ଓ ଶବରପଲ୍ଲୀର ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି। ପ୍ରତିଦିନ ହଜାର ହଜାର ଲୋକ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରଙ୍ଗଣରେ ଥିବା ଦାରୁ ଦେଖିବାକୁ ପହଞ୍ଚୁଛନ୍ତି। ବଳଭଦ୍ରଙ୍କ ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବା ପରେ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ବନଯୋଗ ଯାତ୍ରୀ ଅଢଙ୍ଗଗଡରେ ପହଞ୍ଚିବେ। ସୁଭଦ୍ରାଙ୍କ ଦାରୁ ଛେଦନ ପ୍ରକ୍ରି୍ରୟା ଆରମ୍ଭ ହେବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe