Advertisment

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ: ବାଲୁକା କଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା

ପୁରୀ: ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପୁରୀ ଲାଇଟ୍ ହାଉସ ବେଳାଭୂମିରେ ସ୍ୟାଣ୍ଡ ଆନିମେଟର ମାନସ ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ମଣିଷ ତମାଖୁ ସେବନ କରିବା ଦ୍ୱାରା ଧୀରେ ଧୀରେ କିପରି ଖପୁରୀ ସଦୃଶ ହୋଇଯାଇଥାଏ ସେହି ଦୃଶ୍ୟକୁ ବାଲୁକା କଳା ମାଧ୍ୟମରେ ଜୀବନ୍ତ କରିବାକୁ ମାନସ ଉଦ୍ୟମ କରିଛନ୍ତି। ଚଳିତ ବର୍ଷର ଥିମ ରହିଛି ‘ଗେଟ୍ ରେଡି ଫର୍ ପ୍ଲେନ୍ ପ୍ୟାକେଜିଂ’। ଏହି ସଚେତନତା ବାର୍ତ୍ତା ଦେଇ ସାରା ବିଶ୍ୱବାସୀ ତମାଖୁ […]

ଅଦ୍ୟତନ ହୋଇଛି
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ: ବାଲୁକା କଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା

tobaco

Advertisment

baluka-kalaପୁରୀ: ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପୁରୀ ଲାଇଟ୍ ହାଉସ ବେଳାଭୂମିରେ ସ୍ୟାଣ୍ଡ ଆନିମେଟର ମାନସ ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ମଣିଷ ତମାଖୁ ସେବନ କରିବା ଦ୍ୱାରା ଧୀରେ ଧୀରେ କିପରି ଖପୁରୀ ସଦୃଶ ହୋଇଯାଇଥାଏ ସେହି ଦୃଶ୍ୟକୁ ବାଲୁକା କଳା ମାଧ୍ୟମରେ ଜୀବନ୍ତ କରିବାକୁ ମାନସ ଉଦ୍ୟମ କରିଛନ୍ତି। ଚଳିତ ବର୍ଷର ଥିମ ରହିଛି ‘ଗେଟ୍ ରେଡି ଫର୍ ପ୍ଲେନ୍ ପ୍ୟାକେଜିଂ’। ଏହି ସଚେତନତା ବାର୍ତ୍ତା ଦେଇ ସାରା ବିଶ୍ୱବାସୀ ତମାଖୁ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ। ଯାହାଫଳରେ କ୍ୟାନସର ଭଳି ଦୂରାରୋଗ୍ୟ ଠାରୁ ବଞ୍ଚି ରହିପାରିବେ ବୋଲି ମାନସ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe