Advertisment

ଆଜିଠାରୁ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଆରମ୍ଭ

ବାଲେଶ୍ୱର: ସାରା ରାଜ୍ୟରେ ଆଜିଠାରୁ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଆରମ୍ଭ ହେଉଛି। ନୀଳଗିରି ଉପଖଣ୍ଡ କୁଲଡିହା, ନୀଳଗିରି ଓ ସୋର ରେଞ୍ଜରେ ତୃଣଭୋଜୀ ପ୍ରାଣୀଙ୍କ  ଗଣନା ଆରମ୍ଭ ହୋଇଛି। ଏହା ତିନିଦିନ ଧରି ଚାଲିବ। ଏହି ତିନିଟି ରେଞ୍ଜରେ ୨୭ଟି ୟୁନିଟ୍‌ ନିୟୋଜିତ କରାଯାଇଛି। ୧୪୨ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଏହି ତୃଣଭୋଜୀ ପ୍ରାଣୀଙ୍କ ଗଣନାରୁ ହାତୀକୁ ବାଦ ଦିଆଯାଇଛି। ପୂର୍ବରୁ ପ୍ରଥମ ୩ଦିନ ବାଘଙ୍କ ଗଣନା କରାଯାଇଥିଲା। ପଗମାର୍କ ଓ କ୍ୟାମେରା […]

ଅଦ୍ୟତନ ହୋଇଛି
ଆଜିଠାରୁ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଆରମ୍ଭ

image

Advertisment

style="text-align: justify">ବାଲେଶ୍ୱର: ସାରା ରାଜ୍ୟରେ ଆଜିଠାରୁ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଆରମ୍ଭ ହେଉଛି। ନୀଳଗିରି ଉପଖଣ୍ଡ କୁଲଡିହା, ନୀଳଗିରି ଓ ସୋର ରେଞ୍ଜରେ ତୃଣଭୋଜୀ ପ୍ରାଣୀଙ୍କ  ଗଣନା ଆରମ୍ଭ ହୋଇଛି। ଏହା ତିନିଦିନ ଧରି ଚାଲିବ। ଏହି ତିନିଟି ରେଞ୍ଜରେ ୨୭ଟି ୟୁନିଟ୍‌ ନିୟୋଜିତ କରାଯାଇଛି। ୧୪୨ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଏହି ତୃଣଭୋଜୀ ପ୍ରାଣୀଙ୍କ ଗଣନାରୁ ହାତୀକୁ ବାଦ ଦିଆଯାଇଛି।

Advertisment

ପୂର୍ବରୁ ପ୍ରଥମ ୩ଦିନ ବାଘଙ୍କ ଗଣନା କରାଯାଇଥିଲା। ପଗମାର୍କ ଓ କ୍ୟାମେରା ଲଗା ଯାଇ ବାଘ ଗଣନା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe