Advertisment

ଆଜିଠୁ ୱେବସାଇଟରେ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ଓଏମଆର ସିଟ୍

ଭୁବେନଶ୍ୱର: ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ଉପଲବ୍ଧ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଓଏମ୍ଆର୍ ସିଟ୍। ଏହି ସିଟ୍କୁ ଛାତ୍ରଛାତ୍ରୀ କିମ୍ୱା ସେମାନଙ୍କ ଅଭିଭାବକ ମାଗଣାରେ ଡାଉନଲୋଡ କରିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓଏମ୍ଆର୍ ସିଟ୍ ଉପଲବ୍ଧ ହେବାକୁ ଥିବା ବେବସାଇଟ୍ ଗୁଡ଼ିକ ହେଉଛି, www.knowyourresult.com, www.prestigeresult.in। ଏହି ଦୁଇଟି ସାଇଟ୍ରେ ଆଜି ଅପରାହ୍ନ ୨ଟାରୁ ପରୀକ୍ଷାର ଓଏମ୍ଆର୍ ସିଟ୍ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ରି-ଚେକିଂ ଓ ରି-ଆଡିସନ୍ ପ୍ରକ୍ରିୟା

Board of Secondary

ଭୁବେନଶ୍ୱର: ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ଉପଲବ୍ଧ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଓଏମ୍ଆର୍ ସିଟ୍। ଏହି ସିଟ୍କୁ ଛାତ୍ରଛାତ୍ରୀ କିମ୍ୱା ସେମାନଙ୍କ ଅଭିଭାବକ ମାଗଣାରେ ଡାଉନଲୋଡ କରିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓଏମ୍ଆର୍ ସିଟ୍ ଉପଲବ୍ଧ ହେବାକୁ ଥିବା ବେବସାଇଟ୍ ଗୁଡ଼ିକ ହେଉଛି, www.knowyourresult.com, www.prestigeresult.in। ଏହି ଦୁଇଟି ସାଇଟ୍ରେ ଆଜି ଅପରାହ୍ନ ୨ଟାରୁ ପରୀକ୍ଷାର ଓଏମ୍ଆର୍ ସିଟ୍ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ପ୍ରଫେସର ଡକ୍ଟର ଦକ୍ଷପ୍ରସାଦ ନନ୍ଦ।

Advertisment